ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ୍ବାସିଂଟନ ଡିସିରେ ଭବ୍ୟ ସ୍ବାଗତ କରାଯାଇଛି । ଆମେରିକା ରାଷ୍ଟ୍ରପତିଙ୍କୁ ମଧ୍ୟ ଭେଟିଛନ୍ତି ମୋଦି । ଆଜି ଗୁରୁତ୍ବପୂର୍ଣ୍ଣ ଆଲୋଚନା ରହିଛି । ଚତୁର୍ଦିବସୀୟ ଆମେରିକା ଗସ୍ତ ପ୍ରଧାନମନ୍ତ୍ରୀଙ୍କୁ ନ୍ୟୁୟର୍କରେ ଭବ୍ୟ ସ୍ବାଗତ କରାଯାଇଥିବା ବେଳେ ଓ୍ବାସିଂଟନରେ ମଧ୍ୟ ଭାରତୀୟ-ଆମେରିକୀୟମାନେ ତାଙ୍କ ସପକ୍ଷରେ ସ୍ଲେଗାନମାନ ଦେଇଥିଲେ।
https://twitter.com/ANI/status/1671664485894082560?s=20
#WATCH | Prime Minister Narendra Modi meets President of the United States Joe Biden at The White House, in Washington, DC.
(Source: Reuters) pic.twitter.com/wEr57FS2NX
— ANI (@ANI) June 21, 2023
ପ୍ରଧାନମନ୍ତ୍ରୀ ମୋଦୀ ଟ୍ବିଟର ମାଲିକ ଏଲନ ମସ୍କ, ବିଭିନ୍ନ କମ୍ପାନିର ସିଇଓ, ଅର୍ଥନୀତିବିତ୍, ବୈଜ୍ଞାନିକ, ବିଦ୍ବାନ, ଉଦ୍ୟୋଗପତି, ଶିକ୍ଷାବିତ୍ ଓ ସ୍ବାସ୍ଥ୍ୟ କ୍ଷେତ୍ରର ବିଶେଷଜ୍ଞମାନଙ୍କୁ ଭେଟିଥିଲେ। ଏଥିସହ ପ୍ରଧାନମନ୍ତ୍ରୀ ମୋଦୀ ବିଖ୍ୟାତ ପରିସଂଖ୍ୟାନବିତ୍ ପ୍ରଫେସର ନସିମ ତାଲେବ, ଶିକ୍ଷାବିତ୍ ତଥା ଲେଖକ ରବର୍ଟ ଥର୍ମାନ, ଜ୍ୟୋତିର୍ପଦାର୍ଥବିତ୍ ନିଲ ଡିଗ୍ରାସ ଟାଇସନ, ଗ୍ରାମୀ ପୁରସ୍କାର-ବିଜେତା ଭାରତୀୟ-ଆମେରିକୀୟ ସଂଗୀତଜ୍ଞ ଫାଲୁ (ଫାଲ୍ଗୁନୀ ଶାହ), ବିଶ୍ବବ୍ୟାଙ୍କର ବରିଷ୍ଠ ଉପାଧ୍ୟକ୍ଷ ପଲ ରୋମର, ଆମେରିକୀୟ ଅର୍ବୁଦପତି ନିବେଶକ ରେ ଡାଲିଓ, ଆମେରିକୀୟ ନୋବେଲ ବିଜେତା ପଦାର୍ଥବିତ୍ ତଥା ଆଣବିକ ଜୈବବିଜ୍ଞାନୀ ଡ ପିଟର ଆଗ୍ରେ ଏବଂ ଗ୍ରାମୀ-ନମିନେଟେଡ୍ କଳାକାର ଚନ୍ଦ୍ରିକା ଟଣ୍ଡନଙ୍କୁ ଭେଟିଥିଲେ।
PM Narendra Modi gifts a copy of the first edition print of the book, ‘The Ten Principal Upanishads’ published by Faber and Faber Ltd of London and printed at the University Press Glasgow to President Joe Biden pic.twitter.com/95kKhQS267
— ANI (@ANI) June 22, 2023
Prime Minister Narendra Modi exchanges special gifts with President of the United States Joe Biden and First Lady Jill Biden at The White House, in Washington, DC. pic.twitter.com/IdHIgo2doA
— ANI (@ANI) June 22, 2023