ବିପର୍ଯ୍ୟୟର ଲାଣ୍ଡଫଲ୍
ଅହମ୍ମଦାବାଦ : ଅତି ଭୀଷଣ ସାମୁଦ୍ରିକ ବାତ୍ୟା ବିପର୍ଯ୍ୟୟର ଲାଣ୍ଡଫଲ (ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା) ଆରମ୍ଭ ହୋଇଯାଇଛି ।
Cyclone 'Biparjoy': Landfall has begun, to continue till midnight, says IMD weather scientist
Read @ANI Story | https://t.co/K86ivXRNJo#Cyclone #Biparjoy #IMD #Landfall #BiparjoyCyclone pic.twitter.com/HJqCjNM1Uz
— ANI Digital (@ani_digital) June 15, 2023
ଏହି ଲାଣ୍ଡଫଲ ପ୍ରକ୍ରିୟା ମଧ୍ୟରାତ୍ରି ପର୍ଯ୍ୟନ୍ତ ଚାଲିବ ।ଏହି ବାତ୍ୟାର ବାହ୍ୟ ଅଂଶ ସୌରାଷ୍ଟ୍ର ଅଂଚଳକୁ ଛୁଇଁଛି । ଲାଣ୍ଡଫଲ କଚ୍ଛ ଜିଲ୍ଲାର ଝାକାଉ ବନ୍ଦର ନିକଟରେ ହେଉଛି । ତେବେ ବାତ୍ୟାର କେନ୍ଦ୍ରସ୍ଥଳ ବା ଆଇ ଏବେ ବି ଝାକାଉଠାରୁ ଦୂରରେ ରହିଛି ଓ ଧୀରେ ଧୀରେ ଏହା ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି । ଏହି ବାତ୍ୟା ପ୍ରଭାବରେ ଏବେ ଗୁଜରାଟର କଚ୍ଛ ଓ ସୌରାଷ୍ଟ୍ର ଅଂଚଳରେ ଘଣ୍ଟା ପ୍ରତି ୧୨୦ରୁ ୧୨୫ କିଲୋମିଟର ବେଗରେ ପବନ ବହୁଛି ।
#WATCH | #CycloneBiparjoy | "…It will hit the coast between Karachi and Mandvi and close to Jakhau port of Gujarat. This is now located about 70 kilometres away from Jakhau port in the Arabian Sea. It is moving at a speed of about 15 kmph…Hence, the landfall process has… pic.twitter.com/QlG1CxJgVY
— ANI (@ANI) June 15, 2023