କୋ-ଷ୍ଟାରଙ୍କ ସହ ପୁଷ୍ପା ଷ୍ଟେପରେ ଡାନ୍ସ କରି ଚର୍ଚ୍ଚାରେ ଶ୍ରଦ୍ଧା ଆର୍ଯ୍ୟ

କୋ-ଷ୍ଟାରଙ୍କ ସହ ପୁଷ୍ପା ଷ୍ଟେପରେ ଡାନ୍ସ କରି ଚର୍ଚ୍ଚାରେ ଶ୍ରଦ୍ଧା ଆର୍ଯ୍ୟ

ମେଟ୍ରୋ ଟିଭି ଓଡିଶା,୨୭/୧ : ଟିଭି ସିରିଏଲ୍ କୁଣ୍ଡଲି ଭାଗ୍ୟରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ଶ୍ରଦ୍ଧା ଆର୍ଯ୍ୟ ଆଜିକାଲି ଖୁବ ଚର୍ଚ୍ଚାରେ ଅଛନ୍ତି। କିଛି ସପ୍ତାହ ପୂର୍ବରୁ, ଶ୍ରଦ୍ଧା ଆର୍ଯ୍ୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ନିକଟରେ ସେ ତାଙ୍କ ସିରିଏଲ ପାଇଁ ଅନେକ ଆୱାର୍ଡ ମଧ୍ୟ ପାଇଛନ୍ତି। ଶ୍ରଦ୍ଧା ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ପୋଷ୍ଟ କରୁଛନ୍ତି। ଆଜି ଶ୍ରଦ୍ଧା ଆର୍ଯ୍ୟ ତାଙ୍କ କୋ-ଷ୍ଟାର ଧୀରଜ ଧୁପରଙ୍କ ସହ ଏକ ଭିଡିଓ ସେୟାର କରିଛନ୍ତି, ଯାହାକୁ ଲୋକମାନେ ବାରମ୍ବାର ଦେଖିସାରିଲେଣି। ଏହି ଭିଡିଓରେ ଧୀରଜ ଧୁପର ଏବଂ ଶ୍ରଦ୍ଧା ଆର୍ଯ୍ୟ ପରସ୍ପର ସହ ନାଚୁଥିବାର ନଜର ଆସୁଛନ୍ତି।

https://www.instagram.com/reel/CZJ2b6yBTJg/?utm_source=ig_web_copy_link
source-instagram (sarya12)