ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଫାଇନାଲରେ ଚେନ୍ନାଇ ସୁପର୍ କିଙ୍ଗ୍ସ
ପ୍ରଥମ ଦଳ ଭାବେ ଫାଇନାଲକୁ ଯାଇଛି ଚେନ୍ନାଇ । ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରିଛି ଚେନ୍ନାଇ ସୁପର୍ କିଙ୍ଗ୍ସ । ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ କଲେ ହେବ ଚାମ୍ପିଅନ । ମାହିଙ୍କ ଦଳ ପ୍ରଥମେ ବ୍ୟାଟିଂ କରି ୧୭୨ ରନ୍ କରି ନେଇଥିଲା। ଜବାବରେ ହାର୍ଦିକ ପାଣ୍ଡ୍ୟାଙ୍କ ଦଳ ସମସ୍ତ ୱିକେଟ୍ ହରାଇ ୧୫୭ ରନ୍ କରିପାରିଥିଲା।
The Chennai Super Kings Captain – MS Dhoni answers 𝗧𝗛𝗔𝗧 question again 😉#TATAIPL | #Qualifier1 | #GTvCSK | @msdhoni | @ChennaiIPL pic.twitter.com/drlIpcg5Q5
— IndianPremierLeague (@IPL) May 23, 2023
In #Qualifier1 of #TATAIPL between #GT & #CSK
Here are the RuPay On-The-Go 4s, TIAGO.ev Electric Striker & Dream11 GameChanger of the match award winners. #GTvCSK@RuPay_npci | #RuPayCreditonUPI | #BeOnTheGo@Tatamotorsev | #Tiagoev | #Goev@Dream11 | #SabKhelenge pic.twitter.com/3tCQ1rqeKw
— IndianPremierLeague (@IPL) May 23, 2023
ଚେନ୍ନାଇ ପକ୍ଷରୁ ଗାଏକ୍ବାଡ ୬୦ ରନ୍ କରି ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ପାଇଥିଲେ । କନଓ୍ବେ ୪୦ ରନ୍ କରିଥିଲେ। ଗୁଜରାଟ ପାଇଁ କେବଳ ଶୁବମନ ଗିଲ୍ ୪୨ ରନ୍ର ସର୍ବାଧିକ ପାଳି ଖେଳିଥିଲେ। ରସିଦ୍ ଖାନ ୩୦ ରନ୍ କରିଥିଲେ ।
Consistent Ruturaj Gaikwad once again turned up with the bat and bagged the Player of the Match award for his 60(44) in #Qualifier1 👏🏻👏🏻#CSK register a 15-run win over #GT
Scorecard ▶️ https://t.co/LRYaj7cLY9#TATAIPL | #Qualifier1 | #GTvCSK pic.twitter.com/TCh6kUf62K
— IndianPremierLeague (@IPL) May 23, 2023