ଗୁଜୁରାଟ ଟାଇଟନ୍ସ ଶେଷ ଲିଗ ମ୍ୟାଚରେ ବାଙ୍ଗାଲୋରକୁ ୬ ଉଇକେଟରେ ହରାଇଲା
ଗୁଜୁରାଟ ଟାଇଟନ୍ସ ଶେଷ ଲିଗ ମ୍ୟାଚରେ ବାଙ୍ଗାଲୋରକୁ ୬ ଉଇକେଟରେ ହରାଇଛି । କୋହଲିଙ୍କ ଶତକ ବେକାର ହୋଇଛି । ଗିଲଙ୍କ ଦମଦାର ଶତକ ବଳରେ ଜିତିଲା ଗୁଜରାଟ ।
📸💯#TATAIPL | #RCBvGT pic.twitter.com/nLrfEQh7zh
— IndianPremierLeague (@IPL) May 21, 2023
ମ୍ୟାଚରେ ହାରି ପ୍ଲେ ଅଫ୍ ରୁ ବିଦା ହେଲା ବାଙ୍ଗାଲୋର । ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ୫ ଉଇକେଟ ହରାଇ କରିଥିଲା ୧୯୭ ରନ୍ । ବିରାଟ କୋହଲି ହାସଲ କରିଥିଲେ ଲଗାତାର ଦ୍ୱିତୀୟ ଶତକ । ୬୦ ବଲରୁ ଶତକ ହାସଲ କରିଥିଲେ କିଙ୍ଗ କୋହଲି । ତେବେ ୧୯୮ ରନର ଟାର୍ଗେଟକୁ ପିଛା କରି ଗୁଜରାଟ ଟାଇଟେଲ ଶୁଭମନ ଗିଲଙ୍କ ଶତକ ବଳରେ ବିଜୟୀ ହୋଇଛି । ବାଙ୍ଗାଲୋର ହାରିବାରୁ ମୁମ୍ବାଇ ପ୍ଲେ ଅଫ୍ କୁ ଯାଇଛି ।
Shubman Gill seals off the chase with a MAXIMUM 👏🏻👏🏻@gujarat_titans finish the league stage on a high 😎#TATAIPL | #RCBvGT pic.twitter.com/bZQJ0GmZC6
— IndianPremierLeague (@IPL) May 21, 2023