ଜାପାନରେ ଜି-୭ ସମ୍ମିଳନୀରେ ଯୋଗଦେଲେ ମୋଦି
ହିରୋସିମା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିରୋସିମାରେ ଜି-୭ ସମ୍ମିଳନୀରେ ଯୋଗ ଦେବାକୁ ଯାପାନରେ ପହଁଚିଛନ୍ତି । ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି ।
Landed in Hiroshima to join the G7 Summit proceedings. Will also be having bilateral meetings with various world leaders. pic.twitter.com/zQtSZUpd45
— Narendra Modi (@narendramodi) May 19, 2023
I am grateful to Hiroshima’s Indian community for a memorable welcome to the city. pic.twitter.com/gMPJPZInAU
— Narendra Modi (@narendramodi) May 19, 2023
ଆଜି ତୃତୀୟ କ୍ବାଡ୍ ବୈଠକରେ ଅଂଶଗ୍ରହଣ କରିବେ। ଜି-୭ ସମ୍ମିଳନୀ ଅସବରରେ ମୋଦୀ ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କ ସହ ମଧ୍ୟ ଦ୍ବିପାକ୍ଷିକ କଥାବାର୍ତ୍ତା କରିବେ। ଜି-୭ ସମ୍ମିଳନୀ ପରିପ୍ରେକ୍ଷୀରେ ମୋଦୀ ଏକ ସାକ୍ଷତକାର ଦେଇ ଚୀନ୍ ଏବଂ ପାକିସ୍ତାନକୁ କଡ଼ା ବାର୍ତ୍ତା ଦେଇଛନ୍ତି। ଆତଙ୍କବାଦ ମୁକ୍ତ ପରିବେଶ ସୃଷ୍ଟି ନକଲେ ପଡୋଶୀଙ୍କ ସହ ଆଲୋଚନା ସଂଭବ ନୁହେଁ ବୋଲି କହିଛନ୍ତି । ଚୀନ୍ ସହ ସ୍ବାଭାବିକ ସମ୍ପର୍କ ପାଇଁ ସୀମା ଅଞ୍ଚଳରେ ଶାନ୍ତି ଏବଂ ସ୍ଥିତାବସ୍ଥା ବଜାୟ ରଖିବା ଜରୁରୀ। ଉଭୟ ଚୀନ୍-ପାକିସ୍ତାନ ସୀମାରେ ଶାନ୍ତି ରକ୍ଷା ଦିଗରେ ସକରାତ୍ମକ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ମଧ୍ୟ ମୋଦି ଆଲୋଚନା କରିଛନ୍ତି ।
#WATCH | Prime Minister Narendra Modi holds a bilateral meeting with the Prime Minister of Vietnam, Pham Minh Chinh in Hiroshima, Japan. pic.twitter.com/6eA4Kd9JAi
— ANI (@ANI) May 20, 2023
🇮🇳🇯🇵 | Forging stronger partnerships.
PM @narendramodi and PM @kishida230 of Japan held warm and productive talks.
Discussed ways to synergise efforts of respective G-7 and G-20 Presidencies, and the need to highlight the voice of Global South. Also exchanged views on… pic.twitter.com/jCYBAyp1re
— Arindam Bagchi (@MEAIndia) May 19, 2023