ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି।

ବାରିପଦା: ଜଙ୍ଗଲକୁ ଶାଳପତ୍ର ଆଣିବାକୁ ଯାଇଥିବା ବୃଦ୍ଧାଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି ମୃତା ବୃଦ୍ଧା ହେଲେ ମୟୂରଭଞ୍ଜ ଜିଲ୍ଲା ପୀଠାବଟା ରେଞ୍ଜ ବାରିପଦା ବ୍ଲକ ଅଧୀନ ବଡ଼ଯୋଡ ପଞ୍ଚାୟତ ରଙ୍ଗାମାଟିଆଡାହିସାହି ଗ୍ରାମର ଅର୍ଜୁନ ନାଏକଙ୍କ ପତ୍ନୀ ରାଣୀ ନାଏକ(୬୭) ଖବର ପାଇ ବନବିଭାଗ ଘଟଣା ସ୍ଥଳକୁ ଯାଇଛନ୍ତି