ନୂଆଦିଲ୍ଲୀ : ମହିଳା ବିଶ୍ବ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ଭାରତର ଦବଦବା ବୃଦ୍ଧି ପାଇଛି । ଭାରତୀୟ ମହିଳାମାନେ ୪ ସ୍ବର୍ଣ୍ଣ ସହ ଦଳଗତ ଶ୍ରେଷ୍ଠ ପୁରସ୍କାର ହାସଲ କରିଛି। ଏହାକୁ ନେଇ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଖେଳପ୍ରେମୀମାନେ ଅଭିନନ୍ଦନ ଜଣାଇଛନ୍ତି ।
Congratulations @LovlinaBorgohai for her stupendous feat at the Boxing World Championships. She showed great skill. India is delighted by her winning the Gold medal. pic.twitter.com/KjsHEozoQJ
— Narendra Modi (@narendramodi) March 26, 2023