ରାତି ପାଇଲେ ଉଦଘାଟନୀ ଉତ୍ସବ, କଟକରେ ପହଞ୍ଚିଲା ପୁରୁଷ ହକି ବିଶ୍ୱକପ ଟ୍ରଫି
କଟକ: ଆସନ୍ତାକାଲି ବିଶ୍ବ କପ ହକି ପାଇଁ ଉଦଘାଟନୀ ଉତ୍ସବ । ତା ପୂର୍ବରୁ କଟକରେ ପହଞ୍ଚିଲା ପୁରୁଷ ହକି ବିଶ୍ୱକପ-୨୦୨୩ ଟ୍ରଫି। ଜଗତସିଂହପୁର ଭ୍ରମଣ ପରେ ଆଜି କଟକ କନ୍ଦରପୁର ନିକଟରେ ହକି ବିଶ୍ୱକପ ଟ୍ରଫିକୁ ସ୍ୱାଗତ କଲା କଟକ ଜିଲ୍ଲା ପ୍ରଶାସନ।। ସ୍ୱାଗତ କରିବା ସମୟରେ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି ,ବହୁ କ୍ରୀଡା ସଙ୍ଗଠନ ଓ ଜନସାଧାରଣ ଉପସ୍ଥିତ ରହିଥିଲେ।
FIH Men's World Cup Hockey Celebrations 2023
CMC Mayor Subash Chandra Singh cheers the Silver City citizens for the mega 'Celebrations' tomorrow.#FIHMen’sHockeyWorldCupCelebration #Mayor #HockeySong #DilMeraHockey #BhaicharaSahara #SilverCity #MillenniumCity #CMC pic.twitter.com/G3dDZzUOGS— CMC,Cuttack (@CMCCuttack) January 10, 2023