ଦେଶରେ ଆଉ ୧୫୬ ଆକ୍ରାନ୍ତ ଚିହ୍ନଟ

ଭାରତରେ କରୋନାର ମାମଲାରେ ଅତ୍ୟଧିକ ବୃଦ୍ଧି ହେଉନଥିବା ଦେଖାଯାଉଛି। ୨୪ ଘଣ୍ଟାରେ ଆଉ ୧୫୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୪୬,୭୭,୪୫୯କୁ ବୃଦ୍ଧି ପାଇଛି। ଏହାସହ ୧୬୩ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ୪,୪୧,୪୩,୩୪୨ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।