କାବୁଲ: ଆଫଗାନିସ୍ତାନରେ ଏବେ ତାଲିବାନ ଶାସନକୁ ଡରୁନାହାଁନ୍ତି ମହିଳା । ନିଜ ଜୀବନକୁ ବାଜି ଲଗାଇ ରାସ୍ତାକୁ ଆସି ଆନ୍ଦୋଳନ କରିବା ଆରମ୍ଭ କରିଛନ୍ତି । ମହିଳାଙ୍କ ପ୍ରତି ହେଉଥିବା ଅନ୍ୟାୟ ବିରୋଧରେ ସେମାନେ ଧାରଣା ଦେଉଛନ୍ତି । ମହିଳା ଅଧିକାରକୁ ବଞ୍ଚିତ କରାଯାଇପାରିବ ନାହିଁ ବୋଲି ମହିଳା ସିଧା ସିଧା କହୁଛନ୍ତି । ତାଲିବାନ ଶାସକଙ୍କ ବିରୋଧରେ ଆରମ୍ଭ ହୋଇଛି ମହିଳାଙ୍କ ବିଦ୍ରୋହ। ମୁଖ୍ୟତଃ ମହିଳାଙ୍କୁ ପାଠପଢ଼ାରେ ବାରଣ କରାଯିବା ସହ ସେମାନଙ୍କର ବହୁ ଅଧିକାର ଉପରେ ନିଷ୍ଟୁର ତାଲିବାନ ସରକାର ରୋକ ଲଗାଇଛନ୍ତି। ଯାହାକୁ ମହିଳାମାନଙ୍କ ବିରୋଧ କରାଯାଇଛି ।
Trending
- ମୁଖ୍ୟମନ୍ତ୍ରୀ ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି : ଭକ୍ତ
- ଦୋଷୀଙ୍କୁ କଠୋର ଦଣ୍ଡ ମିଳିବ : ମୁଖ୍ୟମନ୍ତ୍ରୀ
- ନଭି ମୁମ୍ବାଇ ଏୟାରପୋର୍ଟ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
- ଭାରତୀୟ ବାୟୁସେନା ଦିବସରେ ଶକ୍ତି ଦେଖାଇଲା ବାୟୁ ସେନା
- ଆଜି ରାଜ୍ୟବ୍ୟାପୀ ଓକିଲଙ୍କ କଲମଛାଡ଼ ଆନ୍ଦୋଳନ
- କଟକରେ ସ୍ଵାଭାବିକ ହୋଇଛି ଇଣ୍ଟରନେଟ ସେବା
- ବିଳାସପୁରରେ ଭୂସ୍ଖଳନ ଯୋଗୁଁ ୧୮ ମୃତ , ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ
- କେଜରିୱାଲଙ୍କୁ ମିଳିଲା ସରକାରୀ କ୍ବାର୍ଟର
- ୩୬ଘଣ୍ଟା ପରେ କଟକରେ କର୍ଫ୍ୟୁ କୋହଳ
- ଗୁଳିମାଡ଼ରେ ବିଜେପି ନେତା ପୀତବାସ ପଣ୍ଡା।ଙ୍କ ମୃତ୍ୟୁ
Prev Post