ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ବିୟୋଗରେ ଭାରତରେ ରାଷ୍ଟ୍ରୀୟ ଶୋକ

ମହାରାଣୀ ଏଲିଜାବେଥ (ଦ୍ବିତୀୟ)ଙ୍କ ପରଲୋକ ପରେ ତାଙ୍କ ସମ୍ମାନ ପାଇଁ ଭାରତର ଆଜି ଶୋକ ଦିବସ ପାଳନ କରାଯାଉଛି । ବ୍ରିଟେନ ମହାରାଣୀଙ୍କ ପରଲୋକରେ ତାଙ୍କୁ ଶେଷ ସମ୍ମାନ ଜଣାଇ ଆଜି ଭାରତର ବିଭିନ୍ନ ସ୍ଥାନରେ ଜାତୀୟ ପତାକା ଅର୍ଦ୍ଧନମିତ କରାଯାଇଛି । ରାଷ୍ଟ୍ରପତି ଭବନ ସମେତ ଲାଲ କିଲ୍ଲାରେ ଭାରତର ଜାତୀୟ ପତାକା ତ୍ରିରଙ୍ଗାକୁ ଅର୍ଦ୍ଧନମିତ କରାଯାଇଛି ।

ଗତ ସେପ୍ଟେମ୍ବର ୮ ତାରିଖରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ ରାଣୀ ଏଲିଜାବେଥ୍‌ (ଦ୍ବିତୀୟ) ।