ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ମିଂହାମ ସିଡବ୍ଲ୍ୟଜି ୨୦୨୨ ରେ ପୁରୁଷ ଡବଲ୍ସ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ସତ୍ୱିକ ସାଇରାଜ ରାଙ୍କିରେଡି ଏବଂ ଚିରାଗ ଶେଟ୍ଟୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ଭାରତର ବ୍ୟାଡମିଣ୍ଟନ ଦଳ ସଫଳତା ଏବଂ ଉତ୍କର୍ଷତାକୁ ପୁର୍ନବାର ପ୍ରତିପାଦିତ କରିଛି । ସତ୍ୱିକ ସାଇରାଜ ଏବଂ ଚିରାଶ ଶେଟ୍ଟୀଙ୍କ ଦ୍ୱାରା ଦଳଗତ କାର୍ଯ୍ୟ ଏବଂ ଦକ୍ଷତାର ଚମତ୍କାର ପ୍ରଦର୍ଶନ । ସ୍ୱର୍ଣ୍ଣ ପଦକକୁ ଦେଶକୁ ଆଣିଥିବାରୁ ସେମାନଙ୍କ ପାଇଁ ଗର୍ବିତ । ଭବିଷ୍ୟତରେ ସେମାନେ ଭାରତ ପାଇଁ ଅଧିକ ପୁରସ୍କାର ଜିତନ୍ତୁ