ଦକ୍ଷିଣ ଚୀନ ସାଗରରେ ଥିବା ବିବାଦୀୟ ସ୍ପ୍ରାଟଲି ଦ୍ବୀପ ନିକଟରେ ଆମେରିକା ନୌସେନାର ଯୁଦ୍ଧଜାହାଜ ପ୍ରବେଶ କରିବା ପରେ ଚୀନ ତାହାକୁ ନେଇ ଆପତ୍ତି ଉଠାଇଛି । ଚୀନର ସାର୍ବଭୌମ ଅଂଚଳରେ ଏହା ଆମେରିକାର ଅନୁପ୍ରବେଶ ଓ ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି ଚୀନ କହିଛି ।ଦକ୍ଷିଣ ଚୀନ ସାଗରରେ ଆମେରିକାର ନୌସେନା ଯୁଦ୍ଧାଭ୍ୟାସ କରୁଥିବାବେଳେ ଚୀନ ତାହାକୁ ବିରୋଧ କରୁଛି । କିନ୍ତୁ ଏହା ଅନ୍ତର୍ଜାତୀୟ ଜଳସୀମାରେ ରହୁଥିବାରୁ ଏପରି କରିବା ବେଆଇନ ନୁହେଁ ବୋଲି ଆମେରିକା କହିଛି ।ଦକ୍ଷିଣ ଚୀନ ସାଗରରେ ଆମେରିକାର ନୌସେନା ଯୁଦ୍ଧାଭ୍ୟାସ କରୁଥିବାବେଳେ ଚୀନ ତାହାକୁ ବିରୋଧ କରୁଛି । କିନ୍ତୁ ଏହା ଅନ୍ତର୍ଜାତୀୟ ଜଳସୀମାରେ ରହୁଥିବାରୁ ଏପରି କରିବା ବେଆଇନ ନୁହେଁ ବୋଲି ଆମେରିକା କହିଛି ।
Trending
- ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାର ୨ ଜଣଙ୍କୁ ମିିଳିବ ରାଷ୍ଟ୍ରପତି ପଦକ
- ପିପିଲି ରେ ପୁଣି ଜଳିଗଲେ ଜଣେ ମହିଳା
- ‘ହର ଘର ତ୍ରିରଙ୍ଗା” ଅଭିଯାନରେ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ
- ପଞ୍ଚାୟତରେ ବ୍ୟବହାର ହେବ ଏଆଇ ପ୍ରଯୁକ୍ତି
- ୨୪ ଅଙ୍ଗଦାତାଙ୍କୁ ‘ସୂରଜ ପୁରସ୍କାର’
- ଓଟିଇଟି ପ୍ରଶ୍ନପତ୍ର କେଳେଙ୍କାରୀ ଘଟଣା : ଅଧିକ ପ୍ରମାଣ ପାଇଛି କ୍ରାଇମ ବ୍ରାଞ୍ଚ
- ସରିଲା କ୍ୟାବିନେଟ୍ ବୈଠକ,୭ଟି ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍ ମୋହର
- ଭାରସାମ୍ୟ ହରାଇ ଚାଷ ଜମି କୁ ଓଲଟିଲା ଓଏସ୍ଆର୍ଟିସି ବସ୍ , ୧୫ ଆହତ
- ଶ୍ରୀମନ୍ଦିର ପଥର କାନ୍ଥରେ ଦିଆଯାଇଛି ଧମକପୂର୍ଣ୍ଣ ବାର୍ତ୍ତା
- ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି ନୀତି, ୪ ଘଣ୍ଟା ପାଇଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ