ଶୁକ୍ରବାର ଦିନ ଏଲନ୍ ମସ୍କ୍ ଗୁପ୍ତରେ ସାମାଜିକ ଗଣମାଧ୍ୟମ ‘ଟୁଇଟର୍’ ବିପକ୍ଷରେ ପାଲଟା ମାମଲା ରୁଜୁ କରିଛନ୍ତି।‘ଟୁଇଟର୍’କୁ ଖରିଦ କରିବା ପାଇଁ ଏଲନ୍ ମସ୍କ୍ ୪୪ ବିଲିୟନ୍ ଡଲାର୍ ମୂଲ୍ୟର ରାଜିନାମା ସ୍ବାକ୍ଷର କରିଥିଲେ ବି କେତେକ କାରଣରୁ ସେ ଉକ୍ତ ରାଜିନାମାରୁ ଓହରି ଆସିବାରୁ ‘ଟୁଇଟର୍’ ତାଙ୍କ ବିରୋଧରେ ଉକ୍ତ ମାମଲା ରୁଜୁ କରିଥିଲା।ଏ ସଂକ୍ରାନ୍ତରେ ଦାଖଲ ହୋଇଥିବା ୧୬୪ ପୃଷ୍ଠା ସମ୍ବଳିତ ଦଲିଲକୁ ସାର୍ବଜନୀନ କରାଯାଇ ନ ଥିଲେ ବି ଏହାର ସମ୍ପାଦିତ ଅଂଶ ଖୁବ୍ ଶୀଘ୍ର ସର୍ବସାଧାରଣରେ ପ୍ରକାଶ କରାଯିବ ବୋଲି ଅଦାଲତ ରାୟ ଦେଇଛନ୍ତି।
Trending
- ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
Prev Post
Next Post