ଚୀନର ସବୁଠୁ ବଡ଼ ରିଅଲ ଇଷ୍ଟେଟ କମ୍ପାନି ଏଭରଗ୍ରାଣ୍ଡ୍ ଏବେ ଦେବାଳିଆ । ଚୀନର ରିଅଲ ଇଷ୍ଟେଟ ବଜାରରେ ଭୂମିକମ୍ପ ହୋଇଛି । ଚୀନ ମାର୍କେଟ ଡାଉନ ହୋଇଛି । ବଜାରରେ କାରବାର ବଡ଼ ସଂକଟ ସୃଷ୍ଟି ହୋଇଛି। ୨୦୨୧ ମସିହାରେ ଉକ୍ତ କମ୍ପାନି ଏହାର ବିପୁଳ ପରିମାଣର ଋଣ ପରିଶୋଧ କରିବା ପାଇଁ ଟାର୍ଗେଟ ରଖିଥିଲା କିନ୍ତୁ ଦେବାଳିଆ ଯୋଗୁ ବିଫଳ ହୋଇଥିଲା। ଏହାର ପ୍ରଭାବ ବିଶ୍ବର ଆର୍ଥିକ ବଜାର ଉପରେ ପଡ଼ିଥିଲା। ଏବେ କଂପାନି ନିଜେ ଏହି କଥା ସ୍ବୀକାର କରିଛି । ଯାହାକୁ ନେଇ ବିଶ୍ବ ବଜାର ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି ।
Trending
- ସାରା ଦେଶରେ ପର୍ଯ୍ୟାୟକ୍ରମେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସ୍ଆଇଆର୍) କରାଯିବ
- ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ତିନି ଗିରପ
- “ପଶ୍ଚିମବଙ୍ଗକୁ ଦୁଷ୍କର୍ମକାରୀ ଏବଂ ଅପରାଧୀଙ୍କ ପାଇଁ ଏକ ସୁରକ୍ଷିତ ଠିକଣା – ବିଜେପି
- ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ସଙ୍ଗୀତକାର ଅଭିଜିତ ମଜୁମଦାର
- ବିଜେପିରୁ ପ୍ରାର୍ଥୀ ହେବେ ଜୟ ଢ଼ୋଲକିଆ
- ବୃହତ୍ ମତ୍ସ୍ୟ ମାର୍କେଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
- ଜଳେଶ୍ୱରର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ
- ରାଜ୍ୟ କ୍ୟାବିନେଟ୍ର ୨୮ତମ ବୈଠକ , ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
- ଗଣତାନ୍ତ୍ରିକ ସମାଜରେ ଉଗ୍ରବାଦ, ଆତଙ୍କୀ କାର୍ଯ୍ୟକଳାପର କୌଣସି ସ୍ଥାନ ନାହିଁ
- ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ
Next Post