ଫେସ୍‌ବୁକ୍ ବ୍ଲୁ ଟିକ୍ ପାଇଁ ମାସକୁ ୬୯୯ ଟଙ୍କା

 ଫେସବୁକ୍ ଓ ଇନଷ୍ଟାଗ୍ରାମ୍‌ରେ ବ୍ଲୁ ଟିକ୍ ପାଇଁ ଆଇଓଏସ୍‌ ଓ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କୁ ମାସିକ ୬୯୯ ଟଙ୍କା ଗଣିବାକୁ ପଡ଼ିବ। ‌ୱେବ୍ ବ୍ୟବହାରକାରୀଙ୍କୁ ୧୦୦ ଟଙ୍କା କମ୍ ଦେବାକୁ ପଡ଼ିବ। ପୂର୍ବରୁ ଯେଉଁ ଆକାଉଣ୍ଟ୍‌ର ଭେରିଫିକେସନ ହୋଇଯାଇଛି ତାହାର ବ୍ଲୁ ଟିକ୍‌କୁ କଂପାନି ହଟାଇବ ନାହିଁ। ଫେସବୁକ୍ ଓ ଇନଷ୍ଟାଗ୍ରାମ୍‌ର ଭେରିଫାଏଡ୍‌ ବ୍ୟବହାରକାରୀଙ୍କୁ ଅଧିକ ସୁବିଧା ମିଳିବ। ତେବେ ସବୁ ଆକାଉଣ୍ଟ୍‌କୁ ଫେରିଫିକେସନ ଚିହ୍ନ ମିଳିବ ନାହିଁ।