ଶୁକ୍ରବାର ଦିନ ଏଲନ୍ ମସ୍କ୍ ଗୁପ୍ତରେ ସାମାଜିକ ଗଣମାଧ୍ୟମ ‘ଟୁଇଟର୍’ ବିପକ୍ଷରେ ପାଲଟା ମାମଲା ରୁଜୁ କରିଛନ୍ତି।‘ଟୁଇଟର୍’କୁ ଖରିଦ କରିବା ପାଇଁ ଏଲନ୍ ମସ୍କ୍ ୪୪ ବିଲିୟନ୍ ଡଲାର୍ ମୂଲ୍ୟର ରାଜିନାମା ସ୍ବାକ୍ଷର କରିଥିଲେ ବି କେତେକ କାରଣରୁ ସେ ଉକ୍ତ ରାଜିନାମାରୁ ଓହରି ଆସିବାରୁ ‘ଟୁଇଟର୍’ ତାଙ୍କ ବିରୋଧରେ ଉକ୍ତ ମାମଲା ରୁଜୁ କରିଥିଲା।ଏ ସଂକ୍ରାନ୍ତରେ ଦାଖଲ ହୋଇଥିବା ୧୬୪ ପୃଷ୍ଠା ସମ୍ବଳିତ ଦଲିଲକୁ ସାର୍ବଜନୀନ କରାଯାଇ ନ ଥିଲେ ବି ଏହାର ସମ୍ପାଦିତ ଅଂଶ ଖୁବ୍ ଶୀଘ୍ର ସର୍ବସାଧାରଣରେ ପ୍ରକାଶ କରାଯିବ ବୋଲି ଅଦାଲତ ରାୟ ଦେଇଛନ୍ତି।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post
Next Post