ଗାଜାରେ ଏକ ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲ ଆକ୍ରମଣ ଫଳରେ ୪୨ ଜଣଙ୍କ ମୃତ୍ୟୁ ହୋଇଛି। ଗାଜାର ଅଲ୍ସାତି ଶିବିର ଉପରେ ଆକ୍ରମଣ ହୋଇଛି ବୋଲି ହମାସ ପରିଚାଳିତ ସରକାରୀ ଗଣମାଧ୍ୟମ ନିର୍ଦ୍ଦେଶକ କହିଛନ୍ତି। ହମାସ ସରକାରୀ ଗଣମାଧ୍ୟମ ନିର୍ଦ୍ଦେଶକ ଅଲ୍ ଥାୱବତା କହିଛନ୍ତି, ଅଲ୍ସାତି ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲ ଆକ୍ରମଣ ଫଳରେ ୨୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅଲ ତୁଫା ଅଞ୍ଚଳରେ ଘର ଗୁଡ଼ିକୁ ଟାର୍ଗେଟ୍ କରାଯିବା ଫଳରେ ଆଉ ୧୮ ପାଲେଷ୍ଟାଇନ ନାଗରିକ ପ୍ରାଣ ହରାଇଛନ୍ତି।ଇସ୍ରାଏଲ ସେନା ପକ୍ଷରୁ ଉକ୍ତ ଘଟଣାରେ ଏକ ବିବୃତି ଜାରି କରି କୁହାଯାଇଛି, ଆଇଡିଏଫ୍ର ଯୁଦ୍ଧ ବିମାନକୁ ଟାର୍ଗେଟ୍ କରାଯିବା ପରେ ଗାଜା ସହରରେ ୨ଟି ହମାସ ଆତଙ୍କବାଦୀ ଆଡ଼ାକୁ ଟାର୍ଗେଟ୍ କରାଯାଇଥିଲା।
Trending
- ସାରା ଦେଶରେ ଜାଲି ଭୋଟର କାର୍ଡ ଯାଞ୍ଚ ହେବ
- ବିଜେଡି ଛାଡୁଛନ୍ତି ଅସନ୍ତୁଷ୍ଟ ବରିଷ୍ଠ ନେତା
- ଅସନ୍ତୁଷ୍ଟ ନେତାଙ୍କ ଉପରେ ବର୍ଷିଲେ ମନ୍ମଥ, ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ର
- ୪ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଅଧିକାରୀସ୍ତରରେ ଅଦଳବଦଳ
- ଆସୁଛି ଆଉ ଏକ ଲଘୁଚାପ
- ଭାରତର ନୂଆ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଙ୍କ ରାଜନୈତିକ କ୍ୟାରିଅର୍ ସଂମ୍ପର୍କରେ ଜାଣନ୍ତୁ…..
- ମୋଦୀ ଯୁବା ମାରାଥନରେ ନିଶାମୁକ୍ତ ଭାରତର ବାର୍ତା ଦେବ ବିଜେପି ଯୁବମୋର୍ଚ୍ଚା
- ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି ସମଦୂରତା ରକ୍ଷାକରିବ
- ପୁଣି ବର୍ଷିଲେ ସୈାମ୍ୟ ରଞ୍ଜନ ପଟ୍ଟନାୟକ
- ନବୀନ ଦିଲ୍ଲୀରେ, ବିଜେଡି କାହାକୁ ଦେବ ଭୋଟ