ଆମେରିକା ଯୁଦ୍ଧ ବିମାନ ଦୁର୍ଘଟଣା ଗସ୍ତ ,୭ଆହତ

ଆମେରିକା ଯୁଦ୍ଧ ବିମାନ ଦୁର୍ଘଟଣା ଗସ୍ତ ,୭ଆହତ

ମେଟ୍ରୋ ଟିଭି ଓଡିଶା,୨୫/୧ : ଆମେରିକା ନୌସେନା ୠ-୩୫ଉ ଜାହଜ ଦୁର୍ଘଟଣାରେ ୭ଜଣ ନୌଚାଳକ ଆହତ ହୋଇଛନ୍ତି। ସୋମବାର ଦକ୍ଷିଣ ଚୀନ୍ ସାଗରରେ ଏହି ଦୁର୍ଘଟଣା ହୋଇଛି। ଟଝଝ କାର୍ଲ ଭିନ୍ସନ୍ ଦକ୍ଷିଣ ଚୀନ୍ ସାଗରରେ ରୁଟିନ୍ ଫ୍ଲାଇଟ୍ ଅପରେସନ୍ କରୁଥିବାବେଳେ ଏହି ଘଟଣା ଘଟିଛି।

ସୂଚନା ଅନୁଯାୟୀ, ବିମାନରୁ ସୁରକ୍ଷିତ ଭାବେ ବିମାନଚାଳକଙ୍କୁ ବାହାରକୁ ନେବା ପରେ ସେମାନଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ଅଛି। ସମୁଦାୟ ୭ ଜଣ ଆହତଙ୍କ ମଧ୍ୟରୁ ୩ ଜଣ ନାବିକ ଫିଲିପାଇନ୍ସର ମାନିଲାସ୍ଥିତ ଏକ ଗଋଊଋଠଇଉ ଚିକିତ୍ସା ଆବଶ୍ୟକ କରୁଥିବା ବେଳେ ଅନ୍ୟ ୪ ଜଣ ମେଡିକାଲ କର୍ମଚାରୀଙ୍କ ଦ୍ବାରା ଚିକିତ୍ସିତ ହେଉଛନ୍ତି।