ଗୁଳିଗୁଳିରୁ ଆଶ୍ୱସ୍ତି

ପ୍ରଚଣ୍ଡ ଖରା ଓ ଗୁଳିଗୁଳିରୁ ଆଶ୍ୱସ୍ତି ମିଳିଛି । ଆଜିଠୁ  ଦିନ ଯାଏଁ ରାଜ୍ୟରେ ଭାରି ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ରହିଛି । ୨୬ ରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ପ୍ରଭାବରେ ୨୬ ରୁ ୨୯ ତାରିଖ ଯାଏଁ ହୋଇପାରେ ପ୍ରବଳ ବର୍ଷା । ସେପଟେ ଆସନ୍ତା ୩ ରୁ ୪ ଦିନ ମଧ୍ୟରେ ସାରା ଓଡ଼ିଶାକୁ ପ୍ରବେଶ କରିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ।