‘ଅଦାନୀ ଗ୍ରୁପ୍’ର ଅଧ୍ୟକ୍ଷ ଗୌତମ ଅଦାନୀ ବିଶ୍ବର ୪ର୍ଥ ଶ୍ରେଷ୍ଠ ଧନୀ ବ୍ୟକ୍ତି ହୋଇଛନ୍ତି । ‘ଦି ଫୋବ୍ସ୍’ ପତ୍ରିକାର ‘ରିୟଲ୍-ଟାଇମ୍ ବିଲିୟନାରିଜ୍’ ତାଲିକା ରେ ଏହା ପ୍ରକାଶପାଇଛି । ତାଙ୍କ ସମ୍ପତ୍ତିର ମୂଲ୍ୟ ୧୧୫. ୫ ବିଲିୟନ୍ ଡଲାର୍ ହୋଇଥିବା ବେଳେ ବିଲ ଗେଟ୍ସ୍ଙ୍କ ସମ୍ପତ୍ତିର ମୂଲ୍ୟ ୧୦୪.୬ ବିଲିୟନ୍ ଡଲାର୍ ବୋଲି ଉକ୍ତ ତାଲିକାରେ ଉଲ୍ଲେଖ କରାଯାଇଛି। କ୍ଷୁଦ୍ର ସାମଗ୍ରୀ ବ୍ୟବସାୟଠୁ ଆରମ୍ଭ କରି କ୍ରୀଡ଼ା, ଖଣି ଏବଂ ଗ୍ରିନ୍ ଏନର୍ଜି ଭଳି ବଡ଼ ବ୍ୟବସାୟକୁ ପରିବର୍ତ୍ତନ କରି ‘ଅଦାନୀ ଗ୍ରୁପ୍’ର ଅଧ୍ୟକ୍ଷ ପ୍ରସିଦ୍ଧି ଲାଭ କରିଛନ୍ତି।
Trending
- ବନ୍ୟଜନ୍ତୁ ଆକ୍ରମଣ ମୃତ୍ୟୁକାଳୀନ ସହାୟତା ରାଶି ବୃଦ୍ଧି
- ଲାଞ୍ଚ ନେଇ ଜେଲ ଗଲେ ଉପଜିଲ୍ଲାପାଳ
- କେରଳ ଉପକୂଳରେ ସିଙ୍ଗାପୁରର କଣ୍ଟେନର ଜାହାଜ ରେ ବିସ୍ଫୋରଣ
- ଦେଶର ଦ୍ବିତୀୟ ସର୍ବବୃହତ ଭାୟାଡକ୍ଟ ସେତୁ ଓଡ଼ିଶାରେ ନିର୍ମାଣ ,୨୦୨୬ ମାର୍ଚ୍ଚ ସୁଦ୍ଧା ସମ୍ପୂର୍ଣ୍ଣ ସେତୁ ନିର୍ମାଣ କାର୍ଯ୍ୟ ଶେଷ
- ହନିମୁନକୁ ନେଇ ସ୍ବାମୀଙ୍କୁ ହତ୍ୟା କରିଥିଲେ ସ୍ତ୍ରୀ ସୋନମ୍
- ଓଡ଼ିଶା ମଣ୍ଡପ ପାଇଁ ଭୁବନେଶ୍ବରର ଚନ୍ଦ୍ରଶେଖରପୁରରେ ଜାଗା ଚିହ୍ନଟ
- ଆମେ ପ୍ରତିଶ୍ରୃତି ଦେଇଥିବା ୨୧ଟି କାର୍ଯ୍ୟକ୍ରମ ମଧ୍ୟରୁ ଏକ ବର୍ଷ ଭିତରେ ୧୧ଟି କାର୍ଯ୍ୟକାରୀ କରିଛୁ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ନିର୍ମାଣାଧୀନ ୬ ମହଲା କୋଠାରୁ ପଡ଼ି ଜଣେ ଶ୍ରମିକ ମୃତ
- ଯବାନଙ୍କ ଗୁଳିରେ 7 ମାଓବାଦୀ ଗିରଫ
- କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଅସୁସ୍ଥ ,ଡାକ୍ତରଖାନାରେ ଭର୍ତ୍ତି
Prev Post
Next Post