ଭିଏତନାମ: ସରିଲା ହାନୋଇ ରୋଡ ଶୋ । ଦକ୍ଷିଣ ପୂର୍ବ ଏସିଆରୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଓଡ଼ିଶା ଟୁରିଜିମ ଭିଏତନାମ ହାନୋଇ ଶେଷ କରିଛି ତାର ତୃତୀୟ ପର୍ଯ୍ୟାୟ ଅନ୍ତର୍ଜାତୀୟ ପ୍ରମୋସନ ରୋଡ ଶୋ । ଫିକ୍କିର ସହଯୋଗରେ ଆୟୋଜିତ ଏହି ରୋଡ ଶୋରେ ଯୋଗଦେଇଥିଲେ ୧୩୦ ଭିଏତନାମ ଟୁର ଅପରେଟର । ଏମାନେ ଓଡ଼ିଶା ସହ ନେଟୱର୍କିଂ କରି କାର୍ଯ୍ୟ କରିଥାନ୍ତି ।ବିଜିନେସ ଟୁ ବିଜିନେସ ଏବଂ ବିଜିନେସ ଟୁ ଗ୍ରୁପକୁ ନେଇ ଭିଏତନାମ ପର୍ଯ୍ୟଟନ କମ୍ପାନୀ ସହ ଆଲୋଚନା କରିଥିଲା ଓଡ଼ିଶା ଟୁରିଜିମ । ଏହି ଅବସରରେ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ପୁରାତନ କାଳର ସଂପର୍କକୁ ବଖାଣିଥିଲେ ।
Trending
- ସ୍ପଷ୍ଟ ହୋଇଛି ବାତ୍ୟା ‘ମୋନ୍ଥା’ ର ଗତିପଥ ,ଓଡ଼ିଶାର ୧୫ଟି ଜିଲା ଉପରେ ବାତ୍ୟାର ପ୍ରକୋପ
- ମନ୍ କି ବାତ୍ କାର୍ଯ୍ୟକ୍ରମର ୧୨୭ତମ ଏପିସୋଡ୍ , ଛଟ୍ ପର୍ବର ଗୁରୁତ୍ୱ ବୁଝାଇଛନ୍ତି ପ୍ରଧାନମନ୍ତ୍ରୀ
- ସମ୍ଭାବ୍ୟ ବାତ୍ୟା ମୋନ୍ଥାର ମୁକାବିଲା ପାଇଁ ପ୍ରସ୍ତୁତ ଜିଲ୍ଲା ପ୍ରଶାସନ, ଆସନ୍ତା କାଲି ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ
- ବିହାରରେ ଯଦି ଏନଡିଏ ସରକାର ଗଠନ କରେ, ତେବେ ନୀତିଶ କୁମାର ହିଁ ମୁଖ୍ୟମନ୍ତ୍ରୀ ରହିବେ
- ରାଜ୍ୟ କ୍ୟାବିନେଟ ବୈଠକ – ୪ଟି ବିଭାଗର ୫ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ
- ବିହାରରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସମସ୍ତେ ଚେଷ୍ଟା ଚଳାଇଛି ବିଜେପି , ଦିନକରେ ତିିନି ସ୍ଥାନରେ ଅମିତ ଶାହଙ୍କ ପ୍ରଚାର
- ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାର ତତ୍ପର – ସୁରେଶ ପୂଜାରୀ
- ଓଡ଼ିଶାର ସର୍ବବୃହତ ପ୍ରେକ୍ଷାଳୟ ‘କଳାମଣ୍ଡଳ’ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
- “ଯେତେବେଳେ ମୋବାଇଲ୍ ଫୋନ୍ ଥାଏ, ବିହାରକୁ ଲଣ୍ଠନର ଆବଶ୍ୟକତା ନାହିଁ – ପ୍ରଧାନମନ୍ତ୍ରୀ ମୋଦୀ
- ଗିରଫ ବିକ୍ରମ ପଣ୍ଡାଙ୍କ ପାଇଁ କୋର୍ଟରେ ୪୪ ଜଣ ଓକିଲ ଲଢ଼ିବେ
Prev Post