ନ୍ୟୁଜ୍ ଏଜେନ୍ସି ANI ପିଏମ୍ ମୋଦିଙ୍କ ହ୍ଵାଟସ୍ଆପ୍ ଚ୍ୟାନେଲର ଏକ ସ୍କ୍ରିନସଟ୍ ସେୟାର କରି ଏ ବିଷୟରେ ସୂଚନା ଦେଇଛି। ଏଣିକି ଲୋକମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ବିଷୟରେ ଅପ୍ଡେଟ୍ସ ମିଳିପାରିବ।ନିକଟରେ ଲଞ୍ଚ୍ ହୋଇଥିବା ମେଟାର ନୂଆ ଫିଚର ଜରିଆରେ ଆଡ୍ମିନ ନିଜର ଫଲୋୟର୍ସଙ୍କ ସହିତ ଟେକ୍ଷ୍ଟ, ଫଟୋ, ଭିଡିଓ, ଷ୍ଟିକର୍ ଏବଂ ପୋଲ୍ ସେୟାର କରିପାରିବେ। ପିଏମ୍ ମୋଦି ଏହି ଚ୍ୟାନେଲରେ ପ୍ରଥମ ପୋଷ୍ଟ କରିଛନ୍ତି। ସେ ନୂତନ ସଂସଦରେ ନିଜର ଫଟୋ ସେୟାର କରି ଲେଖିଛନ୍ତି, ‘ହ୍ଵାଟସ୍ଆପ କମ୍ୟୁନିଟି ସହ ଯୋଡ଼ି ହୋଇ ଖୁସି ଅଛି। ଏହା ଆମ ନିରନ୍ତର କଥାବାର୍ତ୍ତାର ଯାତ୍ରାରେ ଆଉ ଏକ ପଦକ୍ଷେପ। ଆସନ୍ତୁ ଏଠାରେ ଯୋଡ଼ି ହୁଅନ୍ତୁ’।
Trending
- ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ନକ୍ସଲ ନିପାତ
- ୪ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକାର ଉପରାଷ୍ଟ୍ରପତି
- ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି
- ଆସନ୍ତାକାଲି ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର
- ଈଶାନଙ୍କ ପ୍ରେମରେ ଆଲିଆଙ୍କ ବଡ଼ ଭଉଣୀ
- ଶୁଭମନ ଗିଲଙ୍କ ଉପରେ ଲାଗିଲା ଜୋରିମାନା
- ମହାନଦୀର ଗଭୀର ଜଳ ରାଶି ଭିତରେ ଚେସ ଖେଳିଲେ ସୂର୍ଯ୍ୟବଂଶୀ ସୂରଜ
- ବିବାହ ବନ୍ଧନରେ ବାନ୍ଧି ହେଲେ କେଜ୍ରିଓ୍ବାଲଙ୍କ ଝିଅ ହର୍ଷିତା
- ପୁରୀ ଚନ୍ଦନା ଯାତ୍ରାରେ ବାଣରେ ଲାଗିଲା ରୋକ
- ଆଜି ଓଡିଶା ଆସିବେ ପି.କେ. ମିଶ୍ର
Prev Post
Next Post