କମ ଦାମରେ ମିଳୁଛି ଆଇଫୋନ୍ ୧୬
ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଡିଜିଟାଲର ଅଫର ବିଷୟରେ ଆପଣ ନିଶ୍ଚୟ ଜାଣିବା ଉଚିତ । ରିଲାଏନ୍ସ ଡିଜିଟାଲରେ ଆପଣ କମ ଦାମରେ ଆଇଫୋନ୍ 16 କିଣି ପାରିବେ । ଏହା ବ୍ୟତୀତ ଆପଣ ବ୍ୟାଙ୍କ ଡିସକାଉଣ୍ଟ ଏବଂ ନୋ କଷ୍ଟ EMIର ଲାଭ ମଧ୍ୟ ପାଇବେ । ତେବେ ଆସନ୍ତୁ ଏହା ବିଷୟରେ ଭଲ ଭାବରେ ଜାଣିବା । ସେପ୍ଟେମ୍ବର ୯ରେ iPhone 16 ସିରିଜ୍ ସର୍ବଭାରତୀୟ ସ୍ତରରେ ଲଞ୍ଚ କରାଯାଇଥିଲା । ଲୋକମାନେ ଏହି ଫୋନକୁ ଶୀଘ୍ର କିଣିବାକୁ ଚାହୁଁଛନ୍ତି । ତେବେ iPhone 16ର ୧୨୮ ଜିବି ଭାରିଆଣ୍ଟର ଦାମ ୭୯,୯୦୦ ଟଙ୍କା କିନ୍ତୁ ରିଲାଏନ୍ସ ଡିଜିଟାଲରେ ଏହି ଫୋନରେ ଇନଷ୍ଟାଣ୍ଟ ୫ ହଜାର ଟଙ୍କାର ଡିସକାଉଣ୍ଟ ମିଳୁଛି ।