ଶସ୍ତା ହେଲା OnePlus

ଫେଷ୍ଟିଭ ଅଫର ସମୟରେ ଗ୍ରାହକମାନେ ଅତି ସୁଲଭ ଦାମରେ ପ୍ରଡକ୍ଟ କିଣିଥାନ୍ତି ଏବଂ ଆଟ୍ରାକ୍ଟିଭ୍‌ ଡ଼ିସକାଉଣ୍ଟ ଅଫର ଏବଂ ଡିଲ୍‌ ମଧ୍ୟ ପାଆନ୍ତି । ଦିଓ୍ୱାଲି ସେଲ୍‌ରେ OnePlus ସ୍ମାର୍ଟଫୋନ୍‌, ଟାବଲେଟ୍‌ ଏବଂ ଇୟରବଡ୍ସ ମଧ୍ୟ ଶସ୍ତା ମୂଲ୍ୟରେ ବିକ୍ରି କରୁଛି । ଏହି ସମୟରେ ଆପଣ OnePlus 12, OnePlus Nord 4, OnePlus Nord CE4, OnePlus Watch 2, OnePlus Pad 2 ପରି ପ୍ରଡକ୍ଟ ଉପରେ ମଧ୍ୟ ଭଲ ଡ଼ିସକାଉଣ୍ଟ ପାଇପାରିବେ ।

ପାର୍ବଣଋତୁ ସମୟରେ ଭାରତରେ ଲୋକମାନେ ଖୁବ ସପିଂ କରିଥାନ୍ତି । ଏଭଳି ପରିସ୍ଥିତିରେ ପ୍ରତ୍ୟକ କମ୍ପାନୀ ଚାହାଁନ୍ତି ଯେ ସେମାନଙ୍କର ସେଲ୍‌ ମଧ୍ୟ ବଢ଼ୁ । OnePlus ଦିଓ୍ୱାଲି ସେଲରେ ମଧ୍ୟ ଆପଣ ଡିସକାଉଣ୍ଡ ଅଫର ସହିତ ସ୍ମାର୍ଟଫୋନ, ଟାବଲେଟ୍‌ କିମ୍ବା ଇୟରବଡ୍ସ କିଣି ପାରିବେOnePlus 4 କୁ ଆପଣ ୨୫,୯୯୯ ଟଙ୍କା ପ୍ରାରମ୍ଭିକ ମୂଲ୍ୟରେ କିଣିପାରିବେ । ଏହାକୁ କିଣିବା ପରେ ୨,୦୦୦ ଟଙ୍କାର ଇନଷ୍ଟାଣ୍ଟ ବ୍ୟାଙ୍କ୍‌ ଡିସକାଉଣ୍ଟ ମଧ୍ୟ ଦିଆଯାଉଛି । OnePlus Nord CE4 କିଣିବା ପରେ ଫ୍ରି’ Nord Buds 2r ପାଇବେ । ଏହା ବ୍ୟତୀତ ୨,୦୦୦ ଟଙ୍କାର ଡିସକାଉଣ୍ଟ ଏବଂ ୧,୫୦୦ ଟଙ୍କାର ଇନଷ୍ଟାଣ୍ଟ ବ୍ୟାଙ୍କ୍‌ ଡିସକାଉଣ୍ଟ ମଧ୍ୟ ମିଳିବ ।