ବିଏସଏନଏଲ ଦେଲା ସାରା ଭାରତକୁ ୫ଜି ସେବା
ସାରା ଭାରତରେ ବିଏସଏନଏଲ ୫ଜିକୁ ସମସ୍ତେ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ନୂଆଦିଲ୍ଲୀ ସ୍ଥିତ କ୍ୟାମ୍ପସରେ ବିଏସଏନଏଲ ୫ଜିର ପରୀକ୍ଷଣ କରାଯାଉଛି।ଏହି ପରୀକ୍ଷାକୁ ପରୀକ୍ଷଣ କରିବା ପାଇଁ ସେଣ୍ଟର ଫର୍ ଡେଭଲପମେଣ୍ଟ ଅଫ୍ ଟେଲିମାଟିକ୍ସର(C-DOT)ରେ ପହଞ୍ଚିଥିଲେ । ସେଠାରେ ବିଏସଏନଏଲର ୫ଜି ଟେକ୍ନୋଲୋଜି ବ୍ୟବହାର କରି ଏକ ଭିଡିଓ କଲ୍ କରି ୫ଜି ନେଟୱର୍କର କ୍ଷମତା ପରୀକ୍ଷଣ କରିଥିଲେ।ଦେଶର ବୈଜ୍ଞାନିକ ଏବଂ ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞମାନେ ବର୍ତ୍ତମାନ କାହା ଉପରେ କାମ କରୁଛନ୍ତି ସେ ବିଷୟରେ ସୂଚନା ନେଇଥିଲେ । ବିଏସଏନଏଲ ୫ଜି ଏହା ଭାରତର ଟେଲିକମ୍ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ପ୍ରକାଶ କହରିଛନ୍ତି ।ସେ କହିଛନ୍ତି, ଭାରତରେ ନୂଆ ଟେକ୍ନୋଲୋଜି ଉପରେ କାମ ଚାଲିଛି । ଶୀଘ୍ର ସମଗ୍ର ବିଶ୍ୱ ଭାରତ ଆଡ଼କୁ ଦୃଷ୍ଟି ଦେବ, ଯେତେବେଳେ ନୂଆ ଟେକ୍ନୋଲୋଜି ଆସିବ।