ସମସ୍ତ ଲୋକମାନେ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି । ହେଲେ ଏହି ଫୋନ୍ରେ କିଛି ସମୟରେ କମ୍ପାନୀ ଅପ୍ଡେଟ୍ କରିବା ପାଇଁ ଦେଇଥାଏ । ତେବେ ଆମେ ଫୋନ୍ଟିକୁ ଅପ୍ଡେଟ୍ କରିବା ମାତ୍ରେ, ଆମ ଫୋନ୍ ଭଲ ଚାଲିବା ସହ ନୂଆ ନୂଆ ଫିଚର ମଧ୍ୟ ଆସିଥାଏ । ଯଦି ଆପଣ ନିଜ ଫୋନ୍ର ଷ୍ଟୋରେଜ୍ କମ ହେଇଯିବା କଥା ଚିନ୍ତା କରି ଫୋନ୍ଟିକୁ ଅପ୍ଡେଟ୍ କରୁନାହାନ୍ତି, ତାହେଲେ ଆପଣ ବହୁତ ବଡ ଭୁଲ କରୁଛନ୍ତି । ତେବେ ଆଜି ଆମେ ଆପଣମାନଙ୍କୁ ଜଣାଇବୁ ଯେ ଫୋନ୍ଟିକୁ ଅପ୍ଡେଟ୍ ନକରିବା ଦ୍ୱାରା ଫୋନ୍ ଉପରେ ଏହାର କଣ ପ୍ରଭାବ ପଡିଥାଏ ।ଯଦି ଆପଣ ଆପଣଙ୍କ ଫୋନ୍ ବାରମ୍ବାର ଅପ୍ଡେଟ୍ କରୁନାହାନ୍ତି, ତାହେଲେ ଆପଣଙ୍କ ଫୋନ୍ରେ ଲଗ ଇନ ସମସ୍ୟା ଦେଖାଯାଇଥାଏ । ଏଭଳି ପରିସ୍ଥିତିରେ, ଆପଣ ଫୋନ୍ରେ ମଲ୍ଟିଟାସ୍କିଂ କରିପାରିବେ ନାହିଁ ଏବଂ ଗେମ ଖେଳିପାରିବେ ନାହିଁ ଏହାସହ ଭିଡିଓ ଷ୍ଟ୍ରିମିଂ କରିବାରେ ମଧ୍ୟ ଆପଣଙ୍କୁ ବହୁତ ଅସୁବିଧାର ସାମ୍ନା କରିବା ପାଇଁ ପଡିବ । ସେଥିପାଇଁ ଯଦି ଆପଣ ସ୍ମାର୍ଟଫୋନ୍ ଲଗ ଇନ ସମସ୍ୟାରୁ ବଞ୍ଚିବା ପାଇଁ ଚାହୁଁଛନ୍ତି, ତାହେଲେ ଫୋନ୍ ଅପ୍ଡେଟ କରନ୍ତୁ । ଏହାକୁ ଅଣଦେଖା କରନ୍ତୁ ନାହିଁ ।
Trending
- ରାଜ୍ୟରେ ବର୍ଷକୁ ୨୦୦୦ କୋଟିର ପ୍ରତିରକ୍ଷା ବ୍ୟବସାୟ ସୁଯୋଗ
- ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବନଭୋଜି ବେଶ
- ସୁସ୍ଥ ହେଉଛନ୍ତି ନବୀନ
- ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ, ଘରୋଇ ହସ୍ପିଟାଲରେ ଭର୍ତ୍ତି
- ଛତୁଆ ଉତ୍ପାଦନ ଓ ବଣ୍ଟନ ବ୍ୟବସ୍ଥାକୁ ଆହୁରି ବ୍ୟବସ୍ଥିତ କରିବା ଉପରେ ଗୁରୁତ୍ବାରୋପ କଲେ ମୁଖ୍ୟମନ୍ତ୍ରୀ
- ଆମେ କାହାର ପକ୍ଷ ନୁହେଁ, କାହାର ବିପକ୍ଷ ନୁହେଁ , ଆମେ ସମସ୍ତଙ୍କ ସମକକ୍ଷ
- ଟ୍ରାଫିକ ଜାମରୁ ମୁକ୍ତି ପାଇବ ଦିଲ୍ଲୀ-ଏନସିଆର
- ଭାରତ ଫେରିଲେ ଶୁଭାଂଶୁ ଶୁକ୍ଳା
- ବିହାରରେ ନିର୍ବାଚନ: ଭୋଟର ଅଧିକାର ଯାତ୍ରା କରୁଛି କଂଗ୍ରେସ
- ଆସୁଛି ଲଘୁଚାପ, ୨୦ ଯାଏଁ ବର୍ଷା
Prev Post
Next Post