ପ୍ରିମିୟମ୍ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଟେକ୍ନୋ ପକ୍ଷରୁ ଫାଣ୍ଟମ୍ ଭି ଫୋଲ୍ଡର ଫୋନ୍ ଉପରେ ରହିତା ମୂଲ୍ୟ ଘୋଷଣା କରିଛି କମ୍ପାନୀ । ପୂର୍ବରୁ ଏହି ଫୋନ୍ ଦାମ୍ ୮୮ ହଜାର ୮୮୮ ଟଙ୍କା ଥିଲା । ତେବେ ସ୍ୱତନ୍ତ୍ର ଉତ୍ସବ ଅଫରରେ ସେହି ଦାମ୍ ୬୯ ହଜାର ୯୯୯ ଟଙ୍କାକୁ କମାଇ ଦିଆଯାଇଛି । ପ୍ରମୁଖ ଟେକ୍ ରିଟେଲରମାନଙ୍କୁ ନେଇ ଆୟୋଜନ କରାଯାଇଥିବା ଏକ କାର୍ଯ୍ୟକ୍ରମରେ କଂପାନି ପକ୍ଷରୁ ଏହି ଘୋଷଣା କରାଯାଇଛି । ବଙ୍ଗଳା ଫିଲ୍ମର ଜଣାଶୁଣା ଅଭିନେତା ଯୀଶୁ ସେନଗୁପ୍ତ ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ ।
Trending
- ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
Prev Post