ଟିଭିଏସ୍ ର ମିଳୁଛି ବଢ଼ିଆ
ଭାରତୀୟ ବଜାରରେ TVS Radeon 110 ତିନୋଟି ଭାରିଆଣ୍ଟରେ ଉପଲବ୍ଧ – ଯେପରିକି ବେସ୍ ଏଡିସନ୍, ଡିଗି ଡ୍ରମ୍ ଏବଂ ଡିଗି ଡିସ୍କ । ବେସ୍ ଏଡିସନର ଦିଲ୍ଲୀ ଏକ୍ସ-ସୋ’ରୁମ୍ ଦାମ ୫୯,୮୮୦ ଟଙ୍କା । କିନ୍ତୁ ଡିଗି ଡ୍ରମର ଏକ୍ସ-ସୋରୁମ୍ ଦାମ ୭୭,୩୯୪ ଟଙ୍କା ଏବଂ ଡିଗି ଡିସ୍କର ଏକ୍ସ-ସୋରୁମ୍ ଦାମ ୮୧,୩୯୪ ଟଙ୍କା ।