ପାର୍ବଣ ଋରୁରେ ସ୍ମାର୍ଟଟିଭି କିଣିବା ପାଇଁ ପ୍ଲାନ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏହା ବେଷ୍ଟ ଟାଇମ୍ । କାରଣ ସାରା ଭାରତରେ ବର୍ତ୍ତମାନ ଇ-କମର୍ସ ସାଇଟ ଗୁଡ଼ିକରେ ଫେଷ୍ଟିଭ୍ ସେଲ୍ ଆରମ୍ଭ ହୋଇଯାଇଛି, ଯେଉଁଥିରେ ସ୍ମାର୍ଟଟିଭି ଗୁଡ଼ିକରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ଡିସକାଉଣ୍ଟ ଅଫର ଦିଆଯାଉଛି । ଏହି ଅଫରରେ ସାଓମି, ଏଲ୍ ଜି, ସାମସଙ୍ଗ୍ ସମେତ ଅନ୍ୟ କମ୍ପାନୀମାନେ ମଧ୍ୟ ସ୍ମାର୍ଟଟିଭି ଗୁଡ଼ିକରେ ଭାରି ଡିସକାଉଣ୍ଟ ଦେଉଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ଅଫର ବିଷୟରେ ।ସାମସଙ୍ଗ୍ର ଏହି ଟିଭିର ଅରିଜିନାଲ୍ ପ୍ରାଇସ୍ ୨୨,୯୦୦ ଟଙ୍କା କିନ୍ତୁ ଡିସକାଉଣ୍ଟ ପାଇଁ ଆପଣ ଏହାକୁ ମାତ୍ର ୧୦,୯୯୦ ଟଙ୍କାରେ କିଣି ପାରିବେ । ଏଥିରେ ନେଟଫ୍ଲିକ୍ସ, ପ୍ରାଇମ ଭିଡିଓ, ଜିଓ ସିନେମା ଏବଂ ୧୨,୦୦୦ ଅଧିକ ଆପ୍ ସହିତ ୟୁଟ୍ୟୁବ ଏବଂ ଅନ୍ୟାନ୍ୟ OTT ପ୍ଲାଟଫର୍ମକୁ ଆକ୍ସେସ ମିଳିବ ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post
Next Post