ସାମସଙ୍ଗ ଗାଲେକ୍ସି ଏମ-୩୪ ୫ଜି ଏବେ ଆମାଜନରେ ବଜାର ଦରଠାରୁ ଶସ୍ତାରେ ମିଳିପାରୁଛି । ମାର୍କେଟରେ ଏହାର ପ୍ରାଇସ୍ ୧୯ ହଜାର ୯୯୯ ଟଙ୍କା ହୋଇଥିବା ବେଳେ ଆମାଜନରେ ଏହା ୧୨ ହଜାର ୯୯୯ ଟଙ୍କାରେ କିଣିପାରିବେ । ଯଦି ଆପଣମାନେ ସାମସଙ୍ଗ ମୋବାଇଲ ପସନ୍ଦ କରୁଥାନ୍ତି । ତେବେ ତୁରନ୍ତ ଏହି ସୁଯୋଗର ଲାଭ ଉଠାନ୍ତୁ । ଆପଣମାନେ ଯଦି ସାମସଙ୍ଗ ଏମ- ୩୪ ୫ଜି କିଣିବାକୁ ଚାହୁଁଛନ୍ତି ଏହି ଫୋନର ଫିଚର ବିଷୟରେ ଜାଣି ରଖନ୍ତୁ ।ଏହି ସାମସଙ୍ଗ ଗାଲେକ୍ସି ଏମ-୩୪ ୫ଜି ୬.୬ ଇଞ୍ଚର ଫୁଲ ଏଚଡି ସହ ସୁପର ଆମୋଲିଡ ଡିସପ୍ଲେ ରହିଛି । ଏହି ସ୍ମାର୍ଟ ଫୋନଟି ୮ ଜିବି ର୍ୟାମ ୧୨୮ ଜିବି ଷ୍ଟୋରେଜ ରହିବା ସହ ୫ଏନଏମ ଏକ୍ସାଇନସ୍ ୧୨୮୦ ପ୍ରୋସୋସର ରହୁଛିଲ । ବ୍ୟାକ କ୍ୟାମେରା ୫୦ ମେଗାପିକ୍ସେଲ ହୋଇଥିବା ବେଳେ ଫ୍ରଣ୍ଟ କ୍ୟାମେରା ୮ ମେଗାପିକ୍ସେଲ ରହିଛି । ଏହାସହ ମୋବାଇର ପଛପଟରେ ସେନସର ମଧ୍ୟ ଉପଲବ୍ଧ ରହିଛି । ଏହି ଫୋନରେ ୫ଜି, ୱାଇଫାଇ, ବ୍ଲୁଟୁଥ, ଜିପିଏସ ସହ ଚାର୍ଜିଙ୍ଗ କେବଲ ଟାଇପ-ସି ଭଳି ସୁବିଧା ରହିଛି । ଏଥିସହ ୬୦୦୦ ଏମଏଏଚ ବ୍ୟାଟେରୀ ରହିଛି । ୨୫ ୱାଟର ଫାଷ୍ଟ ଚାର୍ଜିଂ ସହିତ ଆମାଜନରେ ଉପଲବ୍ଧ ରହିଛି ।
Trending
- ‘ଆପଣଙ୍କ ପୁଞ୍ଜୀ ଆପଣଙ୍କ ଅଧିକାର’ ସଚେତନତା ଅଭିଯାନ ଗାନ୍ଧୀନଗରରୁ ଶୁଭାରମ୍ଭ, ଉଦ୍ଘାଟନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
- 7-15 ବର୍ଷ ବୟସର ପିଲାଙ୍କ ପାଇଁ ଆଧାର ବାୟୋମେଟ୍ରିକ୍ ସଂଶୋଧନ ଦେୟ ଛାଡ଼ କଲା ୟୁଆଇଡିଏଆଇ
- 6 ବର୍ଷରେ ପ୍ରାୟ 17 କୋଟି ନିଯୁକ୍ତି ସୃଷ୍ଟି କରିଛି ଭାରତ
- ରାଜ୍ୟର ଦଶହରା ଦୁର୍ଗାମେଢ଼ଙ୍କୁ ୭ କୋଟି ୧ ଲକ୍ଷ ୪୦ ହଜାର ଟଙ୍କା ଆର୍ଥିକ ଅନୁଦାନ ରାଶି ପ୍ରଦାନ କଲେ ରାଜ୍ୟ ସରକାର
- ନକ୍ସଲବାଦୀମାନେ ଏବେ ସେମାନଙ୍କର ଅସ୍ତ୍ରଶସ୍ତ୍ର ଆତ୍ମସମର୍ପଣ କରିବାକୁ ପଡିବ – ଅମିତ ଶାହ
- ଚୌଦ୍ବାର ଜେଲ୍ରୁ ଦୁଇ ହାର୍ଡକୋର କଏଦୀ ଫେରାର
- ପେଶାୱରରେ ବୋମା ବିସ୍ପୋରଣ, ୯ ମୃତ
- ଟିକସ ହସ୍ତାନ୍ତର ବାବଦରେ ଓଡିଶାକୁ ଆଗୁଆ ୪୬୦୧ କୋଟି
- ସ୍ୱଦେଶୀ ପ୍ଲାଟଫର୍ମ ଏବଂ ସେବା ବ୍ୟବହାର ଦିଗରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ
- ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳିତ , ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ