ଭାରତରେ ଲଞ୍ଚ କରାଯାଇଛି । ଏହି ଫୋନ ହେଉଛି କମ୍ପାନୀର ସ୍ପାର୍କ ସିରିଜର ଲାଟେଷ୍ଟ ଫୋନ୍ । Tecno Spark Go ଦୁଇଟି ଭିନ୍ନ କଲର ଯେପରିକି ଗ୍ରାଭିଟି ବ୍ଲାକ ଏବଂ ମିଷ୍ଟ୍ରି ହ୍ଵାଇଟ କଲର ଅପ୍ସନରେ ଲଞ୍ଚ କରାଯାଇଛି । ଏହି ଫୋନରେ ୯୦Hz ର ରିଫ୍ରେସ୍ ରେଟ ସହିତ ଦମଦାର ବ୍ୟାଟେରୀ ଦିଆଯାଇଛି । ତେବେ ଆସନ୍ତୁ ଜାଣିବା ଏହି ଫୋନର ଦାମ ଏବଂ ଫିଚର କଣ ରହିଛି ।Tecno Spark Goର ଦାମ୍ ଭାରତରେ ଘୋଷଣା କରାଯାଇଛି । ଏହି ଫୋନର ୩GB RAM + ୬୪GB ଷ୍ଟୋରେଜ୍ ଭାରିଆଣ୍ଟର ମୂଲ୍ୟ ୬,୬୯୯ ଟଙ୍କା । ୮ GB RAM + ୬୪ GB ଷ୍ଟୋରେଜ୍ ଏବଂ ୮GB RAM + ୧୨୮GB ଷ୍ଟୋରେଜ୍ ମଡେଲର ମୂଲ୍ୟ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ । ଡିସେମ୍ବର ୭ ରୁ ଆମାଜନ ଏବଂ ଅନ୍ୟାନ୍ୟ ରିଟେଲ ଷ୍ଟୋରରେ ଏହି ଫୋନ୍ ସେଲ୍ ଆରମ୍ଭ ହେବ ।
Trending
- ସରିଲା କ୍ୟାବିନେଟ୍ ବୈଠକ,୭ଟି ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍ ମୋହର
- ଭାରସାମ୍ୟ ହରାଇ ଚାଷ ଜମି କୁ ଓଲଟିଲା ଓଏସ୍ଆର୍ଟିସି ବସ୍ , ୧୫ ଆହତ
- ଶ୍ରୀମନ୍ଦିର ପଥର କାନ୍ଥରେ ଦିଆଯାଇଛି ଧମକପୂର୍ଣ୍ଣ ବାର୍ତ୍ତା
- ସ୍ୱାଧୀନତା ଦିବସ, କିଏ କେଉଁଠି ପତାକା ଉତ୍ତୋଳନ କରିବେ ଜାଣନ୍ତୁ..
- ଆଧାର ନାଗରିକତାର ନିର୍ଣ୍ଣାୟକ ପ୍ରମାଣପତ୍ର ବୋଲି ସ୍ବୀକାର କରାଯାଇପାରିବ ନାହିଁ – ସୁପ୍ରିମକୋର୍ଟ
- ଓଡ଼ିଶାରେ ୨ଟି ସେମିକଣ୍ଡକ୍ଟର ମ୍ୟାନୁଫାକଚରିଂ ୟୁନିଟ୍ ପ୍ରତିଷ୍ଠା ହେବ
- ଆଜି ବିଶ୍ବ ହାତୀ ଦିବସ
- ସେପ୍ଟେମ୍ବର ୧ ରୁ ଦିଲ୍ଲୀରୁ ୱାଶିଂଟନ ବିମାନ ସେବ ବନ୍ଦ
- ଆଖି ବୁଜିଲେ ବରଗଡ଼ର ଅର୍ଦ୍ଧଦଗ୍ଧ ନାବାଳିକା
- ପ୍ରାକୃତିକ ବିପର୍ଯ୍ୟୟରେ ଜମି ହରାଇଥିଲେ ଜମି ଦେବେ ସରକାର
Prev Post
Next Post