Browsing Tag

#world

ରାଜ୍ୟରେ ଦିନକୁ ୧୦ହଜାର ଉପରେ ସଂକ୍ରମଣ

ମେଟ୍ରୋ ଟିଭି ଓଡିଶା,୧୫/୧: କରୋନାର କାୟା ବଢିବାରେ ଲାଗିଛି । ଏହି କରୋନା ଯୋଗୁ ଲଗାତର ରାଜ୍ୟରେ ୧୦ ହଜାର ଉପରେ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧୦ ହଜାର ୮୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ସଂକ୍ରମଣ ହାର ରହିଛି ୧୪.୪୮ ପ୍ରତିଶତ । କେବଳ ଖୋର୍ଦ୍ଧାରୁ ୩ ହଜାର ୮୭ ନୂଆ କେସ୍

ବଜାରକୁ ଆସିବ କିଆ କ୍ୟାରେନ୍ସ ଏମପିଭି କାର୍ ,ଜବରଦସ୍ତ ଫିଚର

ମେଟ୍ରୋ ଟିଭି ଓଡିଶା,୧୪/୧: କିଆ ମୋଟର ଇଣ୍ଡିଆ ବହୁତ ଜଲଦି ମାର୍କେଟକୁ ନିଜର ବହୁତ ଦମଦାର କାର କିଆ କ୍ୟାରେନ୍ସ ଏମପିଭି କୁ ଲଞ୍ଚ କରିବାକୁ ଯାଉଛି। ଯେଉଁଥିପାଇଁ କମ୍ପାନୀ ଆଜି ଠାରୁ ବୁକିଙ୍ଗ ଆରମ୍ଭ କରିଦେଇଛି। କିଆର ଏହି ଜବରଦସ୍ତ କାରକୁ ଆପଣ ୨୫,୦୦୦ ଟଙ୍କା ଟୋକନ ରାଶି ଦେଇ ବୁକ

ଟେଷ୍ଟ ସିରିଜ ଜିତିବା ପାଇଁ ଭାରତକୁ ଆବଶ୍ୟକ ରହିଛି ୮ୱିକେଟ୍‌

ମେଟ୍ରୋ ଟିଭି ଓଡିଶା,୧୪/୧: ରୋମାଞ୍ଚକର ରହିଛି କେପ୍ଟାଉନ ଟେଷ୍ଟ ମ୍ୟାଚ । ଏବେ ଘରୋଇ ଦଳ କବଜରେ ରହିଛି ମ୍ୟାଚ । ରିଷଭ ପନ୍ତଙ୍କ ଶତକ ପରେ ବିଦକ୍ଷିଣ ଆଫ୍ରିକା ଆଗରେ ଅଛି । ୨୧୨ ରନ୍ ପିଛା କରୁଥିବା ଦକ୍ଷିଣଆଫ୍ରିକା ଦଳ ୨ ଓ୍ଵିକେଟ୍ ହରାଇ ୧୦୧ ରନ୍ କରିଛି । ସିରିଜ ଜିତିବା ପାଇଁ ଦକ୍ଷିଣ

ଜରୁରୀ ନଥିଲେ ରୋଗୀଙ୍କୁ ହସ୍ପିଟାଲ ମନା

ମେଟ୍ରୋ ଟିଭି ଓଡିଶା,୧୪/୧: କରୋନା ଚାରିଆଡେ ମାଡିଗଲାଣି । ଏହି ସଂକ୍ରମଣକୁ ରୋକିବା ପାଇଁ ହେଲେ ସରକାରଙ୍କ ବିଭିନ୍ନ ଗାଇଡଲାଇନକୁ ମାନିବାକୁ ପଡିବ । ରାଜ୍ୟରେ ବଢୁଥିବା ସଂକ୍ରମଣକୁ ରୋକିବାକୁ ସ୍ୱାସ୍ଥୀ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ସଂକ୍ରମଣ

ମିଳିତ ଜାତିସଂଘର ସୂଚନା, ୩ୟ ଲହର ପାଇଁ ସତର୍କ ରହୁ ଭାରତ

ମେଟ୍ରୋ ଟିଭି ଓଡିଶା,୧୪/୧: କରୋନାର କାୟା ମାଡିଲାଣି ଏହା ସହ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗୁଛି । ଦିନକୁ ଦିନ ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ମିଳିତ ଜାରିସଂଘ ଭାରତକୁ ଚେତାବନୀ ଦେଇଛି । ସୂଚନା ଅନୁସାରେ , ମିଳିତ ଜାତିସଂଘର

ବିଦେଶୀ ପକ୍ଷୀଙ୍କ କିଚିରିମିଚିରିରେ କମ୍ପୁଛି ଭିତରକନିକା

ମେଟ୍ରୋ ଟିଭି ଓଡିଶା,୧୪/୧: ବିଦେଶୀ ପକ୍ଷୀଙ୍କ କଳରବରେ ମୁଖରିତ ହେଉଛି ଭିତରକନିକା । ଏବେ ଏହି ପକ୍ଷୀ ମାନଙ୍କର ଗଣନା କରାଯାଉଛି । ଭିତରକନିକାରେ ବଢ଼ିଛି ପକ୍ଷୀ ସଂଖ୍ୟା। ଭିତରକନିକା ଜାତୀୟ ଉଦ୍ୟାନ ଓ ରାଜନଗର ବନଖଣ୍ଡରେ ଚଳିତବର୍ଷର ବିଦେଶାଗତ ପକ୍ଷୀ ଗଣନା ଶେଷ ହୋଇଛି । ମୋଟ ୧ଲକ୍ଷ ୩୮

ଗାଈ ପିନ୍ଧୁଛି ଚଷମା

ମେଟ୍ରୋ ଟିଭି ଓଡିଶା,୧୩/୧: ଘରେ ଗାଈ,ମଇଁଷି ଆଦି ରଖୁଥିବା ଲୋକ ମାନେକେସମାନଙ୍କ ଗୃହପାଳିର ପଶୁ କିପରି ଅଧିକରୁ ଅଧିକ କ୍ଷୀର ଦେବେ ସେଥିପ୍ରତି ଧ୍ୟାନ ଦିଅନ୍ତି । ଏଥିପାଇଁ ସେମାନେ ନିଜର ଗୃହପାଳିତ ପଶୁଙ୍କୁ ଅଧିକରୁ ଅଧିକ ଖାଇବାକୁ ଦେଇଥାନ୍ତି । ଦାନା,ଚାରା କୁଟା ଆଦି ଦେଇଥାନ୍ତି ।

ଗୋଆରେ ସାତ ଫେରା ନେବେ ମୌନୀ ରୟ

ମେଟ୍ରୋ ଟିଭି ଓଡିଶା,୧୩/୧: ବଲିଉଡରେ ଚାଲିଛି ବିବାହର ଉତ୍ସବ । ଜଣଙ୍କ ପରେ ଜଣେ ବାହା ହେଉଛନ୍ତି । ଏବେ ଅଭିନେତ୍ରୀ ମୌନୀ ରୟ ମଧ୍ୟ ବିବାହ କରିବାକୁ ଯାଉଛନ୍ତି । ସେ ତାଙ୍କ ପ୍ରେମିକ ସୂରଜ ନାମ୍ବିୟାରଙ୍କୁ ବିବାହ କରିବାକୁ ଯାଉଛନ୍ତି। ବିବାହ ପ୍ରସ୍ତୁତି ମଧ୍ୟ ଶେଷ ହୋଇ ଯାଇଛି।

ଭାରତ ବଜାରକୁ ଆସିବ ପ୍ରଥମ ଇଲେକଟ୍ରିକ ବାଇକ

ମେଟ୍ରୋ ଟିଭି ଓଡିଶା,୧୩/୧: ଆଜିର ଯୁବପିଢି ବାଇକ ଚଲାଇବାକୁ ବହୁତ ପସନ୍ଦ କରୁଛନ୍ତି । ପେଟ୍ରୋଲର ଦରଦାମ ଏପରି ହେଲାଣି ଗାଡି ଚଲାଇବାକୁ ଲୋକ ମାନେ ଏବେ ଡରିଲେଣି । ସେଥିପାଇଁ କୋମାକି ଇଲେକଟ୍ରିକ କମ୍ପାନୀ ନିର୍ମାଣ କରିଛି ଏକ ଇଲେକଟ୍ରିକ ବାଇକ ଯାହା ଦେଖିବାକୁ ଷ୍ଟାଇଲିଶ ହେବା ସହ

ଦାଉଦଙ୍କ ପୁତୁରା ସୋହେଲ କସକର ଆମେରିକାରୁ ଫେରାର

ମେଟ୍ରୋ ଟିଭି ଓଡିଶା,୧୩/୧: ଆମେରିକାର କବଜାରେ ଥିବା କୁଖ୍ୟାତ ଅଣ୍ଡରୱାଲଡ ଡନ ଦାଉଦ ଇବ୍ରାହିମର ପୁତୁରା ସୋହେଲ କସକର ପାକିସ୍ତାନକୁ ଖସି ପଳାଇଯାଇଛି । ଦୁବାଇ ବାଟ ଦେଇ ସେ ପାକିସ୍ତାନ ପଳାଇଯାଇଥିବା ସଂଦେହ କରାଯାଉଛି । ଡ୍ରଗ୍ସ କାରବାର ଓ ଆତଙ୍କବାଦ ମାମଲାରେ ଆମେରିକୀୟ