Browsing Tag

#world

ଆମେରିକା ଯୁଦ୍ଧ ବିମାନ ଦୁର୍ଘଟଣା ଗସ୍ତ ,୭ଆହତ

ମେଟ୍ରୋ ଟିଭି ଓଡିଶା,୨୫/୧ : ଆମେରିକା ନୌସେନା ୠ-୩୫ଉ ଜାହଜ ଦୁର୍ଘଟଣାରେ ୭ଜଣ ନୌଚାଳକ ଆହତ ହୋଇଛନ୍ତି। ସୋମବାର ଦକ୍ଷିଣ ଚୀନ୍ ସାଗରରେ ଏହି ଦୁର୍ଘଟଣା ହୋଇଛି। ଟଝଝ କାର୍ଲ ଭିନ୍ସନ୍ ଦକ୍ଷିଣ ଚୀନ୍ ସାଗରରେ ରୁଟିନ୍ ଫ୍ଲାଇଟ୍ ଅପରେସନ୍ କରୁଥିବାବେଳେ ଏହି ଘଟଣା ଘଟିଛି। ସୂଚନା

ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ବିବାହ ବାତିଲ

ମେଟ୍ରୋ ଟିଭି ଓଡିଶା,୨୪/୧ : ନ୍ୟୁଜିଲାଣ୍ଡରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଓମିକ୍ରନ ଭାରିଆଣ୍ଟ ସଂକ୍ରମଣ ବଢୁଥିବାରୁ ଦେଶର ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡର୍ନ କୋଭିଡ କଟକଣା ଆହୁରି କଡାକଡି ପାଇଁ ନିର୍ଦ୍ଦେଶ ଦେବା ସହ ନିଜ ବିବାହ ଉତ୍ସବକୁ ବାତିଲ କରିଦେଇଛନ୍ତି ।

ଭାଇରାଲ ହେଲା ବିରାଟ-ଅନୁଷ୍କାଙ୍କ ଝିଅ ଭାମିକାର ଫଟୋ

IMAGE CREDIT-TIMES OF INDIA ମେଟ୍ରୋ ଟିଭି ଓଡିଶା,୨୪/୧ : ବିରାଟ ଅନୁଷ୍କାଙ୍କ ଝିଅ ଭାମିକାର ପ୍ରଥମ ଚିତ୍ର ଭାଇରାଲ ହେବାରେ ଲାଗିଛି । କିଛି ଦିନ ପୂର୍ବରୁ ବିରାଟ ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ । ଗତ ରବିବାର ଦିନ କେପଟାଉନରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ

ଇସ୍ତଫା ଦେଲେ ଜର୍ମାନ ନୌସେନା ମୁଖ୍ୟ

ମେଟ୍ରୋ ଟିଭି ଓଡିଶା,୨୩/୧ : ଇସ୍ତଫା ଦେଇଛନ୍ତି ଜର୍ମାନ ନୌସେନା ମୁଖ୍ୟ । ୟୁକ୍ରେନ ଓ ଋଷକୁ ବିବାଦୀୟ ବୟାନ ଦେଇ ଇସ୍ତଫା ଦେଇଛନ୍ତି ଜର୍ମାନୀ ନୌସେନା ମୁଖ୍ୟ କେ ଅଚିମ୍ ସୋଏନଓ୍ୱାଚ । image credit-stars and stripes ସୂଚନା ଅନୁଯାୟୀ ,ଶୁକ୍ରବାର ଅଚିମ୍ ଭାରତରେ ଆୟୋଜିତ ଏକ

ଶବକୁ ଘେରି ରହିଥିଲା ୧୦୦ରୁ ଅଧିକ ସାପ

ମେଟ୍ରୋ ଟିଭି ଓଡିଶା,୨୩/୧ : ବିଚିତ୍ର ଦୁନିଆରେ ବିଚିତ୍ର ଘଟଣା ସବୁ ଦେଖିବାକୁ ମିଳେ । ଆମେରିକାର ମାରୟଲ୍ୟାଣ୍ଡରେ ଘଟିଛି ଏକ ଅଭାବନୀୟ ଘଟଣା । ଗୋଟିଏ ବନ୍ଦ ଘରୁ ମିଳିଛି ଜଣେ ୪୯ ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହ । ଏଠାରେ ଜଣେ ବ୍ୟକ୍ତିଙ୍କ ଘରକୁ ୧୦୦ ରୁ ଅଧିକ ସାପ ଘେରି ଯାଇଥିଲେ ।

ବିନା ଦର୍ଶକରେ ହେବ ଆଇପିଏଲ ମ୍ୟାଚ

ମେଟ୍ରୋ ଟିଭି ଓଡିଶା,୨୩/୧ : ଆଗକୁ ଅଛି ଆଇପିଏଲ । କରୋନାର କଟକଣା ଲାଗି ଏ ବର୍ଷ ବିନା ଦର୍ଶକରେ ହେବ ଆଇପିଏଲ ମ୍ୟାଚ । ଏନେଇ ସୂଚନା ପ୍ରଦାନ କରିଛି ବିସିସିଆଇ । ଚଳିତବର୍ଷର ଆଇପିଏଲ ମ୍ୟାଚ ୨୦୨୨ରେ ଖେଳାଯିବ । ବିନା ଦର୍ଶକରେ ହେବ ଏହି ମ୍ୟାଚ । image credit-jagran josh

ମା ହେଲେ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଜୋନ୍‌ସ

ମେଟ୍ରୋ ଟିଭି ଓଡିଶା,୨୨/୧ : ଲୋକପ୍ରିୟ ଅଭିନେତ୍ରୀ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନ୍ସ ନିକଟରେ ମାତା ପିତା ବନିଛନ୍ତି। ଫଳରେ ପ୍ରିୟଙ୍କା ଚୋପ୍ରା ମଧ୍ୟ ଅଭିଭାବକ କ୍ଲବ୍ ସାମିଲ ହୋଇଛନ୍ତି। ଶୁକ୍ରବାର ପ୍ରିୟଙ୍କା ସୋସିଆଲ ମିଡିଆରେ ପୋଷ୍ଟ ଜରିଆରେ ମା’ ବନିଥିବା ନେଇ

ମହିଳାଙ୍କ ରାଗରୁ ୮ଲକ୍ଷର କ୍ଷତି

ମେଟ୍ରୋ ଟିଭି ଓଡିଶା,୨୦/୧ : କ୍ରୋଧରୁ କ୍ଷତି ଏହା ଅନେକ ସମୟରେ କୁହାଯାଇଛି । କ୍ରୋଧ ଆସିଲେ ମଣିଷ ତାର ହିତାହତ ଜ୍ଞାନ ହରାଇବସେ ଓ ଏମିତି କିଛି କରିବସେ ଯାଗାକୁ ପରେ ଭାବିଲେ ଦୁଃଖି ହୁଏ । ଏହିପରି ଜଣେ ମହିଳା ରଗିକି କିଛି ବିଚିତ୍ର କାମ କରିଛନ୍ତି । ଚୀନର ଜଣେ ଯୁବତୀଙ୍କ କ୍ରୋଧ

ନାହାନ୍ତି ପ୍ରେଞ୍ଚ ସେଲିବ୍ରେଟ୍ ଗ୍ୟାସପର୍ଡ ଉଲିଏଲ

ମେଟ୍ରୋ ଟିଭି ଓଡିଶା,୨୦/୧ : ପ୍ରେଞ୍ଚ ସିନେ ଜଗତର ଅଭିନେତା ଗ୍ୟାସପର୍ଡ ଉଲିଏଲ ଆଉ ନାହାନ୍ତି । ତାଙ୍କ ପ୍ରଶଂସକ ମାନେ ଏହି ଖବର ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ବରଫ ସ୍କେଟ୍ ଦୁର୍ଘଟଣା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ବଡ ବଡ ଅଭିନେତା ଏହି ଖବର ଶୁଣି ଶ୍ରଦ୍ଧାଞ୍ଜଳି

ଭାରତୀୟଙ୍କୁ ଚୀନର ଅପହରଣ:ଉଦବେଗ୍ ପ୍ରକାଶ କଲା ବୈଦେଶିକ ବିଭାଗ

ମେଟ୍ରୋ ଟିଭି ଓଡିଶା,୨୦/୧ : ଭାରତ-ଚୀନ ମଧ୍ୟରେ ସୀମା ବିବାଦ ନେଇ ଉତ୍ତେଜନା ଲାଗିରହିଛି । ଗତବର୍ଷଠାରୁ ଗଲୱାନ ଘାଟିର ସଂଘର୍ଷ ଉଭୟ ଦେଶ ପାଇଁ ଶତୃତା ପରିବେଶ ସୃଷ୍ଟି କରିଛି । ସୀମାନ୍ତରେ ଥିବା ଗ୍ରାମବାସୀ ମାନେ ନିଜ ଜମି ବା ଜାଣି ନପାରି ସୀମା ଅତିକ୍ରମ କଲେ ଡ୍ରାଗନ ସୈନ୍ୟ