Browsing Tag

#world

ସେୟାର ବଜାର ବିଏସଇ ସେନସେକ୍ସରେ ୧୦୦୦ରୁ ଅଧିକ ଖସିଲା ପଏଣ୍ଟ

ମେଟ୍ରୋ ଟିଭି ଓଡିଶା,୮/୨ : ବିତ୍ତୀୟ, ଏଫ୍ଏମ୍ସିଜି ଏବଂ ଅଟୋ ଷ୍ଟକ୍ ଗୁଡିକ ଖସିବା ଫଳରେ ସୋମବାର ଭାରତୀୟ ପୁଞ୍ଜି ବଜାରରେ ବଡ଼ ହ୍ରାସ ଘଟିଛି । କାରବାର ଶେଷରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ସେନ୍ସେକ୍ସରେ ୧,୦୨୪ ପଏଣ୍ଟ ହ୍ରାସ ଘଟିଛି । ଫଳରେ ଏହା ୫୭,୬୨୧ ପଏଣ୍ଟରେ ବନ୍ଦ ହୋଇଛି । ୩ଟି

ଲତାଙ୍କୁ ମନେପକାଇଲେ ଶୋଏବ୍ ଅଖତର : ମା ଡାକିବା ପାଇଁ କହିଥିଲେ ଲତା

ମେଟ୍ରୋ ଟିଭି ଓଡିଶା,୮/୨ : ଲତା ମଙ୍ଗେସକରଙ୍କ ମୃତ୍ୟୁ ପରେ ସମଗ୍ର ଦେଶ ତାଙ୍କୁ ଓଦା ଆଖିରେ ବିଦାୟ ଦେଇଛି । ତାଙ୍କର ପ୍ରଶଂସକମାନେ ସମଗ୍ର ବିଶ୍ୱରେ ବ୍ୟାପିଛନ୍ତି । ପଡୋଶୀ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଠାରୁ ଆରମ୍ଭ କରି ସଙ୍ଗୀତ ଏବଂ କ୍ରୀଡା ବ୍ୟକ୍ତିତ୍ୱ ମଧ୍ୟ

ବଲିଉଡରେ ଡେବ୍ୟୁ କରିବେ କିଙ୍ଗ ଖାନ୍‌ଙ୍କ ଲାଡିଲୀ ସୁହାନା

ମେଟ୍ରୋ ଟିଭି ଓଡିଶା,୮/୨ : ଶାହାରୁଖ୍ ଓ ଗୌରୀଙ୍କ ଲାଡଲୀ ସୁହାନା ଏବେ ବଲିଉଡ୍ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ବାପାଙ୍କ ପରେ ସେ ଏବେ ବଲିଉଡ୍ ନିଜର ଜଲଓ୍ବା ଦେଖାଇବେ। ତାଙ୍କର ସୋସିଆଲ ମିଡିଆରେ ଫ୍ୟାନ୍ ଫଲୋର୍ସଙ୍କ ଧାଡି ଲମ୍ବିଛି । ଅନେକ ଦିନ ହେବ ସୁହାନାଙ୍କର ବଲିଉଡ୍ ନେଇ

ଆରପାରିରେ ମହାଭାରତର ଭୀମ : କଳାପ୍ରେମୀଙ୍କ ମନରେ ଶୋକର ଛାୟା

ମେଟ୍ରୋ ଟିଭି ଓଡିଶା,୮/୨ : ଭାରତର ଲୋକପ୍ରିୟ ସିରିଏଲ ମହାଭାରତରେ ଭୀମ ଚରିତ୍ରରେ ଅଭିନୟ କରୁଥିବା ପ୍ରବୀଣ କୁମାରଙ୍କ ମୃତ୍ୟ ହୋଇଛି । ଫଳରେ କଳାପ୍ରେମୀଙ୍କ ମନରେ ଶୋକର ଛାୟା ଖେଳିଯାଇଛି । ୭୪ ବର୍ଷ ବୟସରେ ପ୍ରବୀଣ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ‘ମହାଭାରତ’ର ଭୀମ ଭୂମିକାରେ

ଗିରଫ ହେଲା ମୁମ୍ବାଇ ସିରିଜ ବ୍ଳାଷ୍ଟର : କାବୁ କଲା ଭାରତୀୟ ଏଜେନ୍ସି

ମେଟ୍ରୋ ଟିଭି ଓଡିଶା,୬/୨ : ମୁମ୍ବାଇ ସିରିଜ ବ୍ଲାଷ୍ଟର ମାଷ୍ଟର ମାଇଣ୍ଡ ଗିରଫ । ୨୯ ବର୍ଷ ପରେ ମୋଷ୍ଟ ଓ୍ଵାଣ୍ଟେଡ ଆତଙ୍କବାଦୀ ଅବୁ ବକରକୁ ଦୁବାଇରୁ କାବୁ କରିଛି ଭାରତୀୟ ଏଜେନ୍ସି । ଖୁବଶୀଘ୍ର ଅବୁ ବକର୍‌କୁ ଟଇଋରୁ ଭାରତ ଅଣାଯିବ । ଅବୁ ବକର୍ ହେଉଛି ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମର

ବିବାହ ବନ୍ଧନରେ ବାନ୍ଧି ହେଲେ କରିସ୍ମା ଓ ବରୁଣ

ମେଟ୍ରୋ ଟିଭି ଓଡିଶା,୬/୨ : ଲୋକପ୍ରିୟ ଟେଲି ଅଭିନେତ୍ରୀ କରିସ୍ମା ତନ୍ନା ଓ ବରୁଣ ବଙ୍ଗେରା ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଗତକାଲି ବିବାହ ସମ୍ପନ୍ନ ହେବା ପରେ ଦୁହେଁ ଦାମ୍ପତ୍ୟ ଜୀବନ ଆରମ୍ଭ କରିବେ । ସୋସିଆଲ୍ ମିଡିଆରେ ଏବେ ଦୁହିଁଙ୍କ ବିବାହ ଫଟୋ ଜୋରସୋରରେ ଭାଇରଲ୍

ସ୍ୱର ସାମ୍ରାଜ୍ଞୀ ଲତାଙ୍କ ଜୀବନୀ

ମେଟ୍ରୋ ଟିଭି ଓଡିଶା,୬/୨ : ଆଉ ନାହାନ୍ତି ହିନ୍ଦୀ ସିନେମା ଜଗତର ଲତା ଦିଦି । ୯୨ ବର୍ଷ ବୟସରଙ୍କ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଆଜି ସକାଳେ ତାଙ୍କର ମୃତ୍ୟୁ ଖବର ଜାତୀୟ ଗଣମାଧ୍ୟମରୁ ଜଣାପଡିଛି । ଲତା ମଙ୍ଗେସକରଙ୍କ ଜନ୍ମ ୧୯୨୯ ମସିହା ସେପ୍ଟେମ୍ବର ୨୮ ତାରିଖରେ ମଧ୍ୟ

ନିରବି ଗଲେ ସୁର ସାମ୍ରାଜ୍ଞୀ

ମେଟ୍ରୋ ଟିଭି ଓଡିଶା,୬/୨ : ହିନ୍ଦୀ ସିନେମା ଏବଂ ମ୍ୟୁଜିକ ଜଗତକୁ ସ୍ତବ୍ଧ କରିବା ଭଳି ଖବର ଏବେ ସାମ୍ନାକୁ ଆସିଛି । ଯାହାକୁ ଶୁଣି ସମସ୍ତେ ହତବାକ ହେବା ସହ ଦୁଃଖିତ। ସ୍ୱର ସମ୍ରାଜ୍ଞୀ ଲତା ମଙ୍ଗେସଙ୍କର ଆଉ ନାହାନ୍ତି । ୯୨ ବର୍ଷ ବୟସରେ ଲତା ମଙ୍ଗେସକର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ହଳଦୀ ଲୁକ୍‌ରେ କରିଶ୍ମା ତନ୍ନା ଆଜି ହେବ ବିବାହ

ମେଟ୍ରୋ ଟିଭି ଓଡିଶା,୪/୨ : ବଲିଉଡ୍ ଏବେ ବିବାହର ଋତୁ ସରିବାର ନା ଧରୁନି । ଜଣ ପରେ ଜଣେ ବିବାହ କରିବାରେ ଲାଗିଛନ୍ତି । ବିବାହ କରିବେ ପ୍ରସିଦ୍ଧ ଅଭିନେତ୍ରୀ କରିଶ୍ମା ତନ୍ନା। ଆଜି ପଡିବ ଦୁହିଁଙ୍କ ହାତଗଣ୍ଠି। ଦୀର୍ଘ ଦିନର ବୟଫ୍ରେଣ୍ଡ ବରୁଣ ବଙ୍ଗେରାଙ୍କ ଧରିବେ ହାତ ।

ବେଜିଂରେ ଶୀତକାଳୀନ ଅଲିମ୍ପିକ୍ସ

ମେଟ୍ରୋ ଟିଭି ଓଡିଶା,୪/୨ : ଆଜିଠୁ ବେଜିଂରେ ଶୀତକାଳୀନ ଅଲିମ୍ପିକ୍ସ। ଚୀନର ବେଜିଂରେ ଆରମ୍ଭ ହେବାକୁ ଯାଉଛି ଶୀତକାଳୀନ ଅଲିମ୍ପିକ୍ସ କ୍ରୀଡା-୨୦୨୨। ୯୧ଟି ଦେଶରୁ ପାଖାପାଖି ୩ ହଜାର କ୍ରୀଡାବିତ ବିଭିନ୍ନ କ୍ରୀଡ଼ାରେ ଭାଗ ନେଇଛନ୍ତି। ଆସନ୍ତା ୨୦ ତାରିଖରେ କ୍ରୀଡ଼ା ଉଦଯାପିତ ହେବ। ଚୀନ୍