ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂମିକମ୍ପ ଝଟକା
ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂମିକମ୍ପ ଝଟକା । ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୬.୧ ରହିଛି। ଏହାର କେନ୍ଦ୍ରସ୍ଥଳ ଉତ୍ତର ସୁଲାୱେସି ପ୍ରଦେଶ ନିକଟସ୍ଥ ଉପକୂଳରେ ଥିଲା। USGS ଏଜେନ୍ସି ଅନୁଯାୟୀ, ଭୂମିକମ୍ପଟି ବୁଧବାର ସକାଳ ୬.୫୫ରେ ୧୦ କିଲୋମିଟର (୬.୨ ମାଇଲ) ଗଭୀରତାରେ ଆସିଥିଲା।…