ମୟୁର ଅଣ୍ଡା ସହ ଲାଗିବା ଯୁବତୀଙ୍କୁ ପଡିଗଲା ମହଙ୍ଗା, ଭାଇରାଲ ଭିଡିଓ
ମେଟ୍ରୋ ଟିଭି ଓଡିଶା (୨୭.୫.୨୦୨୨)
ମଣିଷ ହୁଅନ୍ତୁ କି ପଶୁ ପକ୍ଷୀ । ଗୋଟିଏ ମା ତା ଛୁଆର ସୁରକ୍ଷା ପାଇଁ କିଛି କରିବାକୁ ସାହସ ରଖିଥାଏ । ଛୁଆର ମଙ୍ଗଳ ପାଇଁ ଜୀବନ ଦେବାକୁ କୁଣ୍ଠାବୋଧ କରେନି । ଆଉ ଦରକାର ପଡିଲେ ଦୁନିଆର ସବୁ ଶକ୍ତି ସହ ଲଢିଯିବାର ସାହସ ରଖିଥାଏ ଗୋଟିଏ ମାଆ । ସେହିଭଳି!-->!-->!-->…