Browsing Tag

Women t20

ବିଶ୍ୱକପରେ ସ୍କଟଲାଣ୍ଡକୁ ପରାସ୍ତ କଲା ବାଂଲାଦେଶ

ମହିଳା ଟି-୨୦ ବିଶ୍ୱକପ ମହାସମର । ପ୍ରଥମ ମ୍ୟାଚରେ ଆୟୋଜକ ଦଳ ବାଂଲାଦେଶ ଏବଂ ନବାଗତ ଦଳ ସ୍କଟଲାଣ୍ଡ ବିପକ୍ଷରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ତେବେ ଏହି ମ୍ୟାଚରେ ସ୍କଟଲାଣ୍ଡକୁ ପରାସ୍ତ କରି ବାଂଲାଦେଶ ଏକ ଐତିହାସିକ ବିଜୟ ହାସଲ କରିଛି । ଏହି ବିଜୟ ସହ ଦୀର୍ଘ ଦଶନ୍ଧିରୁ ଚାଲୁଥିବା…