ପୁଣି ବର୍ଷାରେ ଭିଜିବ ଓଡିଶା
କମିବ ଶୀତ
ମେଟ୍ରୋ ଟିଭି ଓଡିଶା,୨୨/୧ : ବର୍ଷାରେ ପୁଣି ଭିଜିବ ଓଡିଶା । ପୁଣି ବର୍ଷା ପ୍ରଭାବରେ ଓଡିଶାକୁ ଭିଜାଇବ ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ । ଏହାର ପ୍ରଭାବରେ ଶନିବାର ପଶ୍ଚିମ ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି । ୨୩ ତାରିଖ ପର୍ଯ୍ୟନ୍ତ…