Browsing Tag

Vande Bharat

ହାୱଡ଼ା-ପୁରୀ ‘ବନ୍ଦେ ଭାରତ’ ଏକ୍ସପ୍ରେସର ଟ୍ରାଏଲ ରନ୍ ଆରମ୍ଭ

ହାୱଡ଼ା-ପୁରୀ ‘ବନ୍ଦେ ଭାରତ’ ଏକ୍ସପ୍ରେସର ଟ୍ରାଏଲ ରନ୍ ଆରମ୍ଭ।  ସକାଳ ୬ଟା ୧୦ରେ ହାୱଡ଼ା ଛାଡ଼ିଲା। ଖଡ଼ଗପୁର, ଭଦ୍ରକ, ଯାଜପୁର, କଟକରେ ୨ ମିନିଟ ଲେଖାଏଁ ରହଣି, ଭୁବନେଶ୍ୱର, ଖୋର୍ଦ୍ଧାରେ ୨ ମିନିଟ ଲେଖା ରହି ପୁରୀ ଯିବ। ୧୨ଟା ୩୫ରେ ପୁରୀରେ ପହଞ୍ଚି ୧ଟା ୫୦ରେ ପୁରୀ ଛାଡ଼ିବ। ରାତି ୮ଟା…