ସାଧାରଣତନ୍ତ୍ର ଦିବସରେ ଅତିଥି ହେବେ ଆମେରିକା ରାଷ୍ଟ୍ରପତି
ନୂଆଦିଲ୍ଲୀ: ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ପାଇଁ ଆମେରିକା ରାଷ୍ଟ୍ରପତିଙ୍କୁ ଅତିଥି କରିବାକୁ ଚାହୁଁଛି ଭାରତ । ଏନେଇ ନିମନ୍ତ୍ରଣ ମଧ୍ୟ ପଠାଇଛି ଭାରତ । ଯଦି ଜୋ ବାଇଡେନ ରାଜି ହୁଅନ୍ତି ତେବେ ଆସନ୍ତା ସାଧାରଣତନ୍ତ୍ରୀ ଦିବସରେ ମୁଖ୍ୟ ଅତିଥି ହେବେ ବାଇଡେନ । ଏସମ୍ପର୍କରେ ଆମେରିକା…