ତିରୁପତି ଲଡ଼ୁ ବିବାଦ
ଜଷ୍ଟିସ ବି ଆର୍ ଗଭାଇ ଏବଂ କେ ଭି ବିଶ୍ବନାଥନଙ୍କ ଖଣ୍ଡପୀଠ ତିରୁପତି ଲଡ଼ୁ ବିବାଦର ଶୁଣାଣି ସମୟରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କୁ ଜଟିଳ ପ୍ରଶ୍ନ କରିଛନ୍ତି। ସେପ୍ଟେମ୍ବର ୨୫ରେ ତିରୁପତି ଲଡ଼ୁ ମାମଲାରେ ଏତଲା ରୁଜୁ ହେଲା ଏବଂ ସେପ୍ଟେମ୍ବର ୨୬ରେ ଏହି ଘଟଣାର ତଦନ୍ତ…