ଉଦ୍ଧାର ହେଲେ ଉପରାଷ୍ଟ୍ରପତି କମଲା ହାରିସ୍ଙ୍କ ସ୍ୱାମୀ
ମେଟ୍ରୋ ଟିଭି ଓଡିଶା,୯/୨ : ଓ୍ବାଶିଂଟନ୍ର ଡନ୍ବାର୍ ହାଇସ୍କୁଲ ବିଲ୍ଡିଂରେ ବୋମା ଖଞ୍ଜାଯାଇଥିବା ସୂଚନା ମିଳିବା ପରେ ସେଠାରୁ ଆମେରିକା ଉପରାଷ୍ଟ୍ରପତି କମଲା ହାରିସ୍ଙ୍କ ସ୍ବାମୀ ଡଗ୍ଲସ୍ ଏମ୍ହଫ୍ଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ମଙ୍ଗଳବାର ଉକ୍ତ ସ୍କୁଲରେ ଆଫ୍ରିକୀୟ!-->!-->!-->…