Browsing Tag

#sports

ଆଫଗାନିସ୍ତାନ ଜିତିବା ପରେ ନାଚିଲେ ଇରଫାନ ପଠାନ୍

ଆଫଗାନିସ୍ତାନ ଟିମ୍ ବିଜୟରେ ପୁଣିଥରେ ନାଚିଲେ ଇରଫାନ ପଠାନ । ଚାମ୍ପିଅନ୍ସ ଟ୍ରଫିରେ ଆଫଗାନିସ୍ତାନ ଇଂଲଣ୍ଡକୁ ହରାଇବା ପରେ ଇରଫାନଙ୍କ ଡ୍ୟାନ୍ସ ଦେଖିବାକୁ ମିଳିଛି । ଯାହାର ଭିଡିଓ ଭାଇରଲ ହେଉଛି । ବିଶ୍ବକପ ୨୦୨୩ରେ ପାକିସ୍ତାନ ଠାରୁ ଆଫଗାନିସ୍ତାନ ଜିତିବା ପରେ ଧୂଆଦାର ଡ୍ୟାନ୍ସ କରିଥିଲେ…

ଇଂଲଣ୍ଡକୁ ପରାସ୍ତ କଲା ଆଫଗାନିସ୍ତାନ

ଇଂଲଣ୍ଡକୁ ପରାସ୍ତ କଲା ଆଫଗାନିସ୍ତାନ । ଆଫଗାନିସ୍ତାନ ଦଳ ଇଂଲଣ୍ଡ ଭଳି ବିଶ୍ୱ ଚାମ୍ପିଅନ ଦଳକୁ ପରାସ୍ତ କରିଛି । ହସମତୁଲ୍ଲା ଶାହିଦିଙ୍କ ଅଧିନାୟକତ୍ୱରେ ଆଫଗାନିସ୍ତାନ ଦଳ ଇଂଲଣ୍ଡକୁ ୮ ରନରେ ପରାସ୍ତ କରିଛି । ଏହି ପରାଜୟ ସହ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଯାଇଛି ଇଂଲଣ୍ଡ ଦଳ। ଟସ ଜିତି…

ଇତିହାସ ରଚିଲେ ରାଚିନ ରବିନ୍ଦ୍ର

ଚାମ୍ପିଅନ୍ସ ଟ୍ରଫି ୨୦୨୫ ନ୍ୟୁଜିଲାଣ୍ଡର ବ୍ୟାଟସମ୍ୟାନ ରାଚିନ ରବିନ୍ଦ୍ର ଇତିହାସ ରଚିଛନ୍ତି। ସେ ବିଶ୍ୱକପ ଏବଂ ଚାମ୍ପିଅନ୍ସ ଟ୍ରଫି ଡେବ୍ୟୁ ମ୍ୟାଚ୍‌ରେ ଶତକ ମାରିବାରେ ବିଶ୍ୱର ପ୍ରଥମ ଖେଳାଳି ହୋଇଛନ୍ତି। ଚାମ୍ପିଅନ୍ସ ଟ୍ରଫିରେ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ରବିନ୍ଦ୍ର ୧୧୨ ରନ କରିଥିଲେ,…

ବିଶ୍ଵ ଦେଖିଲା ବିରାଟ କୋହଲିଙ୍କ ସ୍ପୋର୍ଟ୍ସମ୍ଯାନଶିପ

ବିରାଟ କୋହଲି ଧୂଆଁଧାର ବ୍ୟାଟିଂ କରି ୧୧୧ ବଲରେ ଯୋଡିଥିଲେ ୧୦୦ ରନ୍ |କୋହଲି ବ୍ୟାଟିଂ ପୂର୍ବରୁ ଫିଲ୍ଡିଂ କରୁଥିବା ସମୟରେ ମଧ୍ୟ ସେ ଏପରି କିଛି କରିଥିଲେ ଯାହା ଇଣ୍ଟରନେଟରେ ଆଲୋଚନା ହେବା ଆରମ୍ଭ କରିଥିଲା। ସେ ବିପକ୍ଷ ଦଳର ଖେଳାଳି ନସୀମ ଶାହଙ୍କ ଜୋତାର ସୂତା ବାନ୍ଧି ଦେଇଥିଲେ।…

ଦୁବାଇରେ ପାକିସ୍ତାନକୁ ହରାଇଲା ଭାରତ

ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନକୁ ୬ ଓ୍ବିକେଟରେ ମାତ୍ ଦେଇଛି ଟିମ୍‌ ଇଣ୍ଡିଆ। ବିରାଟ କୋହଲିଙ୍କ ଦମଦାର ବ୍ୟାଟିଂରେ ବିପର୍ଯ୍ୟସ୍ତ ହୋଇ ପଡିଲେ ପାକିସ୍ତାନ ବୋଲର। ୨୪୨ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଭାରତୀୟ ଟିମ୍ । ୪୫ ବଲ୍ ବାକିଥାଇ ମ୍ୟାଚକୁ ଜିତି ନେଇଛି ଭାରତ। …

ଭାରତ-ପାକିସ୍ତାନ ମୁକାବିଲା ଆଜି

ଦୁବାଇରେ ହେବ ବିଶ୍ୱ କ୍ରିକେଟର ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ମହାମୁକାବିଲା । ମ୍ୟାଚ ଦେଖିବାକୁ ଭାରତ ସମେତ ବିଶ୍ବର ବିଭିନ୍ନ ଦେଶର କ୍ରିକେଟପ୍ରେମୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ନାହିଁନଥିବା ଉତ୍ସାହ । ଚାମ୍ପିୟନ୍ସ ଟ୍ରଫିର ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ରବିବାର…

ପାକିସ୍ତାନରେ ଅଷ୍ଟ୍ରେଲିଆ-ଇଂଲଣ୍ଡ ମ୍ଯାଚ ପୂର୍ବରୁ ବାଜିଲା ଭାରତର ଜାତୀୟ ସଙ୍ଗୀତ

ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଆଜି ଅଷ୍ଟ୍ରେଲିଆ-ଇଂଲଣ୍ଡ ମଧ୍ୟରେ ଲାହୋର ଗଦାଫି ଷ୍ଟାଡିୟମରେ ଖେଳ ଚାଲିଥିଲା । ଏହି ମ୍ୟାଚରେ ଇଂଲଣ୍ଡ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା । ଏହି ମ୍ୟାଚରେ ଏମିତି କିଛି ଦେଖିବାକୁ ମିଳିଥିଲା, ଯାହାକୁ ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।ମ୍ୟାଚ…

ରଣଜୀ ଟ୍ରଫି ଫାଇନାଲରେ ବିଦର୍ଭ-କେରଳ

ଚଳିତ ରଣଜୀ ଟ୍ରଫିର ଶୁକ୍ରବାର ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଯାଇଛି। ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବାକୁ ଥିବା ଫାଇନାଲରେ ବିଦର୍ଭ ଓ କେରଳ ପରସ୍ପରକୁ ଭେଟିବେ। ଗତ ଥରର ଫାଇନାଲିଷ୍ଟ ବିଦର୍ଭ ୮୦ ରନ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇକୁ ପରାସ୍ତ କରିଥିବା ବେଳେ କେରଳ ପ୍ରଥମ ଇନିଂସ…

ବାଂଲାଦେଶକୁ ୬ ଓ୍ବିକେଟରେ ହରାଇଲା ଭାରତ

ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ମ୍ୟାଚ୍‌ରେ, ଭାରତୀୟ ଦଳ ବାଂଲାଦେଶକୁ ୬ ଉଇକେଟ୍‌ରେ ପରାସ୍ତ କରିଛି। ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ବାଂଲାଦେଶ ଦଳର ଅଧିନାୟକ ନାଜମୁଲ ହୋସେନ ସାଣ୍ଟୋ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ବାଂଲାଦେଶ…

ଭାରତକୁ ୨୨୯ ରନ୍‌ର ଟାର୍ଗେଟ୍‌ ଦେଲା ବାଂଲାଦେଶ

ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶ ପ୍ରଥମେ ଖେଳି ଭାରତ ବିପକ୍ଷରେ ୨୨୮ ରନର ଲକ୍ଷ୍ୟ ରଖିଛି। ଟିମ ଇଣ୍ଡିଆକୁ ଏବେ ୨୨୯ ରନ କରିବାକୁ ପଡିବ। ବାଂଲାଦେଶ ବହୁତ ବଡ଼ ସ୍କୋର କରିପାରି ନ ଥିଲା, କିନ୍ତୁ ତୌହିଦ ହୃଦୟଙ୍କ ଶତକ ଏବଂ ଜାକିର ଅଲିଙ୍କ ଅର୍ଦ୍ଧଶତକୀୟ ଇନିଂସ ଯୋଗୁ…