୨୨୯ରନ୍ କରି ଦକ୍ଷିଣ ଆଫ୍ରିକା ଅଲ୍ ଆଉଟ୍ ,ଶାର୍ଦୁଳଙ୍କୁ ୭ ୱିକେଟ
ମେଟ୍ରୋ ଟିଭି ଓଡିଶା,୫/୧: ଚଳିତ ୨ୟ ଟେଷ୍ଟରେ ୨ଦିନ ବିତି ଥିଲେ ସୁଧା ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ କଡା ଟକ୍କର ରହିଛି । ପ୍ରଥମ ଦିନରେ ପେସ୍ ବୋଲର ଚତ୍ମକାର ପ୍ରଦର୍ଶନ କରିବା ଫଳରେ ଭାରତ ୨୦୨ରନରେ ଆଉଟ ହୋଈଥିଲା । ପରେ ଶାର୍ଦୁଳ ଠାକୁରଙ୍କ ଦମଦାର ବୋଲିଂ ଜରିଆରେ ଦକ୍ଷିଣ!-->!-->!-->!-->!-->…