Browsing Tag

#sports

ସିରିଜ ଜିତିବା ପରେ ସାଉଥ ଆଫ୍ରିକାର ବିଜୟ ଉତ୍ସବ:ଜୟ ଶ୍ରୀରାମ ଲେଖି ଫଟୋ ସେୟାର କଲା ଟିମ୍‌

ମେଟ୍ରୋ ଟିଭି ଓଡିଶା,୨୫/୧ : ଟେଷ୍ଟ ସିରିଜ୍‌କୁ ୨-୧ରେ ଜିତିବା ପରେ ଦକ୍ଷିଣ ଆଫ୍ରିକା ସିରିଜ୍‌କୁ କବଜା କରିନେଇଛି । ଡିନ୍ ଏଲଗରଙ୍କ ନେତୃତ୍ୱାଧୀନରେ ସାଉଥ ଆଫ୍ରିକା ତାର ଦମଦାର ବିଜୟ ହାସଲ କରିଛି ଓ ଦିନିକିଆ ସିରିଜ୍ରେ ତେମ୍ବା ବାଭୁମାଙ୍କ ଦଳ ଭାରତକୁ ୩-୦ରେ ହରାଇଛି। ବିଜୟ ପରେ

ଭାମିକାଙ୍କ ଫଟୋ ଭାଇରାଲକୁ ନେଇ ସୋସିଆଲ ମିଡିଆରେ ମନ୍ତବ୍ୟ ଦେଲେ ବିରାଟ-ଅନୁଷ୍କା

ମେଟ୍ରୋ ଟିଭି ଓଡିଶା,୨୫/୧ : ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଝିଅ ଭାମିକାଙ୍କ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଅଧିକ ମାତ୍ରାରେ ଭାଇରାଲ ହେଉଛି। ରବିବାର ଦିନ ଅନୁଷ୍କା ତାଙ୍କ ଝିଅ ସହିତ ଷ୍ଟାଡିୟମରେ ପହଞ୍ଚିଥିଲେ ଏବଂ

ରାଷ୍ଟ୍ରଗାନ ସମୟରେ ଚୁଇଙ୍ଗମ ଚୋବାଇ ବିବାଦ ଘେରରେ ବିରାଟ କୋହଲି

ମେଟ୍ରୋ ଟିଭି ଓଡିଶା,୨୪/୧ : ପୁଣି ବିବାଦ ଘେରରେ ବିରାଟ । କିଛି ଦିନ ପୂର୍ବେ ଅଧିନାୟକ ପଦରୁ ଈସ୍ତଫା ଦେବାରେ ତାଙ୍କୁ ବିବାଦର ସାମ୍ନା କରିବାକୁ ପଡିଥିଲା ପୁଣି ଏହି ପରି ହୋଇଛି । ରାଷ୍ଟ୍ରଗାନ ସମୟରେ ଚୁଇଙ୍ଗମ ଚେବାଇବାକୁ ନେଇ ବିବାଦ ଘେରରେ ଫସିଛନ୍ତି । ଗତକାଲି ଅର୍ଥାତ୍ ରବିବାର ଦିନ

ଭାଇରାଲ ହେଲା ବିରାଟ-ଅନୁଷ୍କାଙ୍କ ଝିଅ ଭାମିକାର ଫଟୋ

IMAGE CREDIT-TIMES OF INDIA ମେଟ୍ରୋ ଟିଭି ଓଡିଶା,୨୪/୧ : ବିରାଟ ଅନୁଷ୍କାଙ୍କ ଝିଅ ଭାମିକାର ପ୍ରଥମ ଚିତ୍ର ଭାଇରାଲ ହେବାରେ ଲାଗିଛି । କିଛି ଦିନ ପୂର୍ବରୁ ବିରାଟ ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ । ଗତ ରବିବାର ଦିନ କେପଟାଉନରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ

ସିରିଜ୍ ପୋଛିନେଲା ଘରୋଇ ଦଳ

ମେଟ୍ରୋ ଟିଭି ଓଡିଶା,୨୪/୧ : ଶେଷ ପର୍ଯ୍ୟନ୍ତ ସଂଘର୍ଷ ପରେ ବି ସିରିଜ ହାରିଲା ଭାରତ । ବ୍ୟାଟିଂରେ କ୍ରମାଗତ ବିଫଳତା କାରଣରୁ ଦିନିକିଅଅର ଶେଷ ଦିନରେ ହାରିଲା ଟିମ୍ ଇଣ୍ଡିଆ । ୪ରନ୍‌ରେ ପରାଜିତ ହୋଇଛି ଭାରତ । ଏଥିସହ ଘରୋଇ ଦଳ ପୂରା ସିରିଜକୁ ପୋଛିନେଇଛି । ୩-୦ରେ ସିରିଜ ଜିତିଛି

ପୁଷ୍ପାର ଡାଇଲଗ କହି ଚର୍ଚ୍ଚାରେ ଡେଭିଡ ୱାର୍ଣ୍ଣର

image credit-hindustan times ମେଟ୍ରୋ ଟିଭି ଓଡିଶା,୨୩/୧ : ସାଉଥ ଷ୍ଟାର ଅଲୁ ଅର୍ଜୁନଙ୍କ ଫିଲ୍ମ ଏବେ ସମଗ୍ର ବିଶ୍ୱରେ ଧମାଲ କରିବାରେ ଲାଗିଛି । ପୁଷ୍ପା; ଦ ରାଇଜ ଫିଲ୍ମର ଜବରଦସ୍ତ ଡାଇଲଗ ଏବେ ଛୋଟ ବଡଙ୍କ ମୁହଁରେ । ସମସ୍ତଙ୍କୁ ବେଶ୍ ପସନ୍ଦ ଆସିଛି ଏହି ଫିଲ୍ମ ପୁଷ୍ପା ।

ଦିନିକିଆର ପ୍ରଥମ ମ୍ୟାଚରେ ହାରିଲା ଭାରତ

ମେଟ୍ରୋ ଟିଭି ଓଡିଶା,୨୦/୧ : ଦିନିକିଆର ପ୍ରଥମ ଦିନରେ ହାରିଲା ଭାରତ । ଘରୋଇ ଦଳ ଦକ୍ଷିଣ ଆଫ୍ରିକା ୩୧ରନରେ ଭାରତକୁ ପରାସ୍ତ କରିଛି । ୧-୦ରେ ଅଗ୍ରଣୀ ରହିଛି ଦକ୍ଷିଣ ଆଫ୍ରିକା । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୪ ୱିକେଟ୍ ହରାଇ ୨୯୬ ରନ୍ କରିଥିଲା ଦକ୍ଷିଣ ଆଫ୍ରିକା ।

ଅବସର ନେବେ ସାନିଆ ମିର୍ଜା

ମେଟ୍ରୋ ଟିଭି ଓଡିଶା,୧୯/୧: ବୁଧବାର ଅଷ୍ଟ୍ରେଲୀୟ ଓପନ୍ ୨୦୨୨ ରେ ମହିଳା ଡବଲ୍ସର ପ୍ରଥମ ରାଉଣ୍ଡରେ ହାରିଯିବା ପରେ ଭାରତର ଟେନିସ୍ ଖେଳାଳି ସାନିଆ ମିର୍ଜା ତାଙ୍କର ଅବସର ଯୋଜନା ଘୋଷଣା କରିଛନ୍ତି । ମିର୍ଜା ଏବଂ ତାଙ୍କ ୟୁକ୍ରେନ ପାର୍ଟନର ନାଡିଆଆ କିଚେନୋକ ୪-୬, ୬-୭ (୫) କୁ

ଆଜିଠୁ ଭାରତ ଦକ୍ଷିଣ ଆଫ୍ରିକା ଦିନିକିଆ ମ୍ୟାଚ

ମେଟ୍ରୋ ଟିଭି ଓଡିଶା,୧୯/୧: ଆଜିଠୁ ଆରମ୍ଭ ହେବ ଭାରତ ଦକ୍ଷିଣ ଆଫ୍ରିକା ଦିନିକିଅଅ ସିରିଜ । ଟେଷ୍ଟରେ କୋହଲିଙ୍କ ଅଧିନାୟକ ପଦରୁ ଇସ୍ତଫା ଓ ସିରିଜ ହାରିବା ପରେ ଟିମ ଇଣ୍ଡଆ ଏବେ ୱାନେଡ ପ୍ରତି ନଜର ରଖିଛି । ଅଧିନାୟକ ପଦ ଛାଡିବା ସହ ବିସିସିଆଇ ସହ ମତ୍ତ ଭେଦକୁ ଦୃଷ୍ଟରେ ରଖି ସେ ମ୍ୟାଚ

ବୁମରା ହେବେ କି ଟେଷ୍ଟ ଟିମ୍‌ର ଅଧିନାୟକ

ମେଟ୍ରୋ ଟିଭି ଓଡିଶା,୧୮/୧: ଏବେ ଟେଷ୍ଟ କିକ୍ରେଟର ନୂଆ ଅଧିନାୟକକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିରାଟଙ୍କ ପରେ କିଏ ହେବ ଟେଷ୍ଟ କିକ୍ରେଟର ଅଧିନାୟକ । ଏନେଇ ଦ୍ରୁତଗାମୀ ବୋଲର ଜସପ୍ରୀତ ବୁମରାଙ୍କ ନାଁ ଚର୍ଚ୍ଚା ରେ ଅଛି । ସେ ବି ଏହି ପଦବୀକୁ ଗ୍ରହଣ କରି ଯୋଗ୍ୟ ବିବେଚିତ ହୋଇ