Browsing Tag

#sports

ସୁପର ହିରୋ ଲୁକ୍‌ରେ ମାହୀ

ମେଟ୍ରୋ ଟିଭି ଓଡିଶା,୪/୨ : ଭାରତୀୟ କିକ୍ରେଟର ସଫଳ ଅଧିନାୟକ ଓ ୱିକେଟ୍ କିପର ତଥା ଲକ୍ଷ ଲକ୍ଷ ଲୋକଙ୍କ ପସନ୍ଦ ମହେନ୍ଦ୍ର ସିଂ ଧୋନୀଙ୍କ ହିରୋ ଅବତାରକୁ ଦେଖି ଫ୍ୟାନ୍ସ ମାନେ ବେଶ୍ ଉତ୍ସାହ ଦେଖାଇଛନ୍ତି । ତାଙ୍କର କିକ୍ରେଟ ପଡିଆରେ ଖେଳର ରଣନୀତକୁ ବହୁ ପ୍ରଶଂସକ ପସନ୍ଦ କରିଥାନ୍ତି ।

ବେଜିଂରେ ଶୀତକାଳୀନ ଅଲିମ୍ପିକ୍ସ

ମେଟ୍ରୋ ଟିଭି ଓଡିଶା,୪/୨ : ଆଜିଠୁ ବେଜିଂରେ ଶୀତକାଳୀନ ଅଲିମ୍ପିକ୍ସ। ଚୀନର ବେଜିଂରେ ଆରମ୍ଭ ହେବାକୁ ଯାଉଛି ଶୀତକାଳୀନ ଅଲିମ୍ପିକ୍ସ କ୍ରୀଡା-୨୦୨୨। ୯୧ଟି ଦେଶରୁ ପାଖାପାଖି ୩ ହଜାର କ୍ରୀଡାବିତ ବିଭିନ୍ନ କ୍ରୀଡ଼ାରେ ଭାଗ ନେଇଛନ୍ତି। ଆସନ୍ତା ୨୦ ତାରିଖରେ କ୍ରୀଡ଼ା ଉଦଯାପିତ ହେବ। ଚୀନ୍

ପୁଷ୍ପା ଫିଲ୍ମ କ୍ରେଜରେ ବିଦେଶୀ କ୍ରିକେଟର

ମେଟ୍ରୋ ଟିଭି ଓଡିଶା,୨/୨ : ଅଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’ର କ୍ରେଜ ଦିନକୁ ଦିନ ବଢିବାରେ ଲାଗିଛି। ଫିଲ୍ମ ରିଲିଜ ହେବା ପରେ କ୍ରିକେଟରଙ୍କୁ ମଧ୍ୟ ଏହି ଫିଭର ଚଢିଲାଣି। ଡେଭିଡ ଓ୍ଵାର୍ଣ୍ଣର, ରବିନ୍ଦ୍ର ଜାଡେଜା, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଖେଳାଳି ପୁଷ୍ପା ଫିଲ୍ମର ଡାଇଲଗକୁ କପି

2022 IPL ମେଗା ଅକ୍ସନ୍‌ରେ ନିଲାମ ହେବେ ୫୯୦ ଖେଳାଳି

ମେଟ୍ରୋ ଟିଭି ଓଡିଶା,୧/୨ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ ସିଜିନ୍-୧୫ ମେଗା ଅକ୍ସନ୍ ପୂର୍ବରୁ ଖେଳାଳିଙ୍କ ତାଲିକା ଜାରିକରାଯାଇଛି । BCCI ପକ୍ଷରୁ ମଙ୍ଗଳବାର ମୋଟ ୫୯୦ ଜଣ କ୍ରିକେଟରଙ୍କ ଲିଷ୍ଟ ଜାରି କରାଯାଇଛି । ଚଳିତ ଥର ମେଗା ଅକ୍ସନ ହେବାକୁ ଯାଉଛି । ଆସନ୍ତା ଫେବୃଆରୀ ୧୨ ଏବଂ ୧୩

ପ୍ରଥମ ଗ୍ରାଣ୍ଡସ୍ଲାମ ଜିତି ଇତିହାସ ରଚିଲେ ନାଡାଲ

ମେଟ୍ରୋ ଟିଭି ଓଡ଼ିଶା,୩୧/୧: ପ୍ରଥମ ଗ୍ରାଣ୍ଡସ୍ଲାମ  ଅଷ୍ଟ୍ରେଲିଆନ ଓପନ ଜିତି ଇତିହାସ ରଚିଲେ ରାଫେଲ ନାଡାଲ। ଏଥିସହ ସେ ୨୧ତମ ଗ୍ରାଣ୍ଡସ୍ଲାମ ଜିତି ଦୁନିଆର ସର୍ବାଧିକ ଗ୍ରାଣ୍ଡସ୍ଲାମ ଜିତିବାର ରେକର୍ଡ ନିଜ ନାମରେ କରିଛନ୍ତି। ୩୫ ବର୍ଷୀୟ ନାଡାଲ ମେଲବର୍ଣ୍ଣରେ ଖେଳାଯାଇଥିବା ଫାଇନାଲ୍‌

ଡେଲ୍ଟା ନୁହେଁ ଆମେରିକାରେ ଓମିକ୍ରନରେ ଅଧିକ ମୃତ୍ୟୁ

ମେଟ୍ରୋ ଟିଭି ଓଡିଶା,୩୦/୧ : କରୋନା ମହାମାରୀ ଦୁଇବର୍ଷ ଲୋକଙ୍କ ନିଦ ହଜାଇ ଦେଇଥିଲା । ନିଜ ଆତ୍ମୀୟ ଲୋକଙ୍କୁ ବି ଛୁଇଁବା ପାଇଁ ଡର ଲାଗୁଥିଲା । କାରଣ ବାହାରେ ରହୁଥିବା ପରିବାର ବର୍ଗଙ୍କ ଠାରୁ ସାମାଜିକ ଦୂରତା ରଖିବାକୁ ପଡୁଥିଲେ । ସେତେବେ ଲୋକେ ଲକଡାଉନ ସଟଡାଉନରେ ଛନ୍ଦି ହୋଯାଇଥିଲେ ।

ପୁଷ୍ପା ଗୀତର ହୁକ୍ ଷ୍ଟେପରେ ଜେଜେ ମାଁଙ୍କ ସହ ଡାନ୍ସ କଲେ ହାର୍ଦ୍ଧିକ ପାଣ୍ଡ୍ୟା

ମେଟ୍ରୋ ଟିଭି ଓଡିଶା,୨୭/୧ : ଫିଲ୍ମ ପୁଷ୍ପା ବକ୍ସ ଅଫିସରେ ଧମାଲ କରିଚାଲିଛି । ଏହି ଫିଲ୍ମର ଗୀତ ସମସ୍ତଙ୍କୁ ଖୁବ୍ ପସନ୍ଦ ଆସିଛି । ଏହି ଫିଲ୍ମର ଡାଇଲଗରେ ଆକ୍ଟିଂ କରି ସୋସିଆଲ ମିଡିଆରେ ଏବେ ବହୁ ଜଣ ଫେମସ୍ ହେଉଛନ୍ତି । ଏମିତି ବଡ଼ ବଡ଼ ଷ୍ଟାର ଓ କ୍ରିକେଟର ମଧ୍ୟ ପୁଷ୍ପା ଫିଲ୍ମର

ୱେଷ୍ଟଣ୍ଡିଜ୍ ବିପକ୍ଷରେ ହେବାକୁ ଥିବା ସିରିଜ ପାଇଁ ଭାରତୀୟ ଦଳ ଘୋଷଣା

ମେଟ୍ରୋ ଟିଭି ଓଡିଶା,୨୭/୧ : ୱେଷ୍ଟଣ୍ଡିଜ୍ ବିପକ୍ଷ ସିରିଜ ପାଇଁ ଦଳ ଘୋଷଣା । ଟି-୨୦ ଓ ଦିନିକିଆ ପାଇଁ ଭାରତୀୟ ଦଳ ଘୋଷଣା କଲା ବିସିସିଆଇ । ରୋହିତ ଶର୍ମାଙ୍କ କ୍ୟାପଟେନ୍ ଟି-୨୦ ଓ ଦିନିକିଆ ଖେଳିବ ଟିମ୍ ଇଣ୍ଡିଆ । ଟି-୨୦ରେ କେଏଲ ରାହୁଲ, ଇଶାନ କିଷାନ, ବିରାଟ କୋହଲି, ଶ୍ରେୟସ

ବାପା ହେଲେ ଯୁବରାଜ ସିଂହ: ଶିଶୁ ପୁତ୍ରକୁ ଜନ୍ମଦେଇ ଖୁସି ଖବର ଦେଲେ ପତ୍ନୀ ହେଜେଲ

ମେଟ୍ରୋ ଟିଭି ଓଡିଶା,୨୬/୧ : ଭାରତୀୟ କ୍ରିକେଟର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ବାପା ହୋଇଛନ୍ତି । ଯୁବରାଜଙ୍କ ପତ୍ନୀ ହେଜେଲ କିଚ୍ ଗୋଟିଏ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ଗତକାଲି ଯୁବିଙ୍କ ଘରକୁ ଆସିଛି ନୂଆ ଅତିଥି । ଟ୍ୱିଟ କରି ଏନେଇ ସୂଚନା ଦେଇଛନ୍ତି ଯୁବରାଜ । ସେ

କରୋନା ପଜିଟିଭ ହେଲେ ଗୌତମ ଗମ୍ଭୀର

ମେଟ୍ରୋ ଟିଭି ଓଡିଶା,୨୫/୧ : ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀରଙ୍କୁ କରୋନା । ମଙ୍ଗଳବାର ଟ୍ୱିଟ୍ କରି ଗୌତମ ଗମ୍ଭୀର ଏହି ସୂଚନା ଦେଇଛନ୍ତି । ଏହାସହ ସେ ଅପିଲ କରି କହିଛନ୍ତି ଯେଉଁମାନେ ତାଙ୍କ ସହିତ ଯୋଗାଯୋଗରେ ଆସିଛନ୍ତି । pc credit-twitter ସେମାନେ