Browsing Tag

#sports

ରାଜ୍ୟର ବିଜେପି ସରକାର ଆସନ୍ତା ୨୦ ତାରିଖରେ ଏକ ବର୍ଷ ପୂର୍ତି ଉତ୍ସବ ପାଳିବ

ରାଜ୍ୟର ବିଜେପି ସରକାର ଆସନ୍ତା ୨୦ ତାରିଖରେ ଏକ ବର୍ଷ ପୂର୍ତି ଉତ୍ସବ ପାଳନ କରିବେ। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଉତ୍ସବରେ ଦେଢ଼ ଲକ୍ଷରୁ ଅଧିକ ଲୋକ ସାମିଲ ହେବେ। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବେ। ତେବେ କେଉଁଠାରେ ଉତ୍ସବ ପାଳନ ହେବ ସେ ନେଇ…

ବେଙ୍ଗାଲୁରୁ ଦଳାଚକଟା – ଆରସିବିର ମାର୍କେଟିଂ ମୁଖ୍ୟ ନିଖିଲ ସୋସାଲେଙ୍କୁ ଗିରଫ

ଜୁନ୍‌ ୪ ତାରିଖରେ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ହୋଇଥିବା ଦଳାଚକଟା ଘଟଣାରେ ଦୀର୍ଘ ୨ ଦିନ ପରେ ବେଙ୍ଗାଲୁରୁ ପୁଲିସ୍‌ ଆରସିବିର ମାର୍କେଟିଂ ମୁଖ୍ୟ ନିଖିଲ ସୋସାଲେଙ୍କୁ ଗିରଫ କରିଛି। ସେ ମୁମ୍ବାଇ ଯାଉଥିବା ବେଳେ ଡିଆଜିଓ ଇଣ୍ଡିଆରେ ଆରସିବିର ମାର୍କେଟିଂ ଏବଂ ରାଜସ୍ୱ ମୁଖ୍ୟ…

ଆଜିର ରାଶିଫଳ

ମେଷ: କ୍ରୋଧୀ ହୋଇପାରନ୍ତି। ପରସେବକ ହେବେ। କୃପଣ ଓ ଲୋଭୀ ହେବେ। ବିଦେଶ ଯାତ୍ରୀ ହୋଇପାରନ୍ତି। ଲୋକ ପୂଜ୍ୟ ହେବେ। ନିଷ୍ଠୁର ହେବେ। କର୍ମ ଚଞ୍ଚଳ ରହିବେ ଓ ଧନଶାଳୀ ହେବେ। ବୃଷ:  ଦେବ କାର୍ଯ୍ୟ ସମ୍ପାଦିତ କରିପାରିବେ। ବିଚିତ୍ର ବସନ ପରିଧାନରେ ଆଗ୍ରହୀ ହେବେ। କୃତ୍ରିମ କର୍ମରେ ତତ୍ପରତା…

ଆସନ୍ତା 4 ଦିନ ପ୍ରବଳ ଗୁଳୁଗୁଳି

ପ୍ରତିବର୍ଷ ସକ୍ରିୟ ମୌସୁମୀ ପରେ ୧୦ରୁ ୧୫ ଦିନ ‘ମୌସୁମୀ ବିରତି’ ହୋଇଥାଏ। ଏହି ସମୟରେ ପାଗ ମେଘମୁକ୍ତ ବା ଆଂଶିକ ମେଘୁଆ ରହିଥାଏ। ତାପମାତ୍ରା ବଢ଼ିବା ସହ ଗୁଳୁଗୁଳି ମଧ୍ୟ ଅନୁଭୂତ ହୋଇଥାଏ। ଏବେ ଏହି ମୌସୁମୀ ବିରତି ଚାଲିଛି। ମେ’ ୩୧ରୁ ରାଜ୍ୟରେ ମୌସୁମୀ ବର୍ଷା କମିଯାଇଛି। ଏବେ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବୈଭବ ସୂର୍ଯ୍ୟବଂଶୀ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବୈଭବ ସୂର୍ଯ୍ୟବଂଶୀ। ପିମଙ୍କ ପାଦଛୁଇଁ ଆଶୀର୍ବାଦ ନେଇଥିଲେ ବୈଭବ। ଆଇପିଏଲରେ ଦ୍ବିତୀୟ ଦ୍ରୁତତମ ଶତକ ହାସଲ କରି ରାତାରାତି ଷ୍ଟାର ବନିଯାଇଛନ୍ତି ବୈଭବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଟନା ବିମାନବନ୍ଦରରେ ୧୪ ବର୍ଷୀୟ କ୍ରିକେଟର ବୈଭବ…

ଆଇପିଏଲ ଫାଇନାଲରେ ପ୍ରବେଶ କଲା ଆରସିବି

୯ବର୍ଷ ପରେ ଆଇପିଏଲ ଫାଇନାଲରେ ପ୍ରବେଶ କଲା ବେଙ୍ଗାଲୁରୁ। କିଙ୍ଗସ ଇଲେଭେନ ପଞ୍ଜାବକୁ ୮ ଓ୍ବିକେଟରେ ହରାଇ ଫାଇନାଲରେ ଆରସିବି। ପ୍ରଥମେ ପଞ୍ଜାବ ବ୍ୟାଟିଂ କରି ୧୦୧ ରନ କରିଥିଲା। ୧୦୨ ରନର ବିଜୟ ଟାର୍ଗେଟକୁ ୧୦ ଓଭରରେ ହାସଲ କରିଥିଲା ଆରସିବି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୧୪ଟି…

ଇଂଲଣ୍ଡ ବିପକ୍ଷ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା

ଆସନ୍ତା ମାସରେ ଇଂଲଣ୍ଡ ଗସ୍ତରେ ଯିବ ଟିମ୍ ଇଣ୍ଡିଆ । ଏଥିପାଇଁ ଘୋଷଣା ହୋଇଛି ଦଳ । ରେଡ୍ ବଲ୍ ଦଳର କମାଣ୍ଡ ସମ୍ଭାଳିବେ ଶୁଭମନ ଗିଲ୍ । ଅର୍ଥାତ୍ ଦଳର କ୍ୟାପଟେନ୍ ଗିଲ୍ । ସେହିଭଳି ଋଷଭ ପନ୍ତ ଉପ-ଅଧିନାୟକ । କାରଣ ନିକଟରେ ଟେଷ୍ଟ କ୍ରିକେଟରୁ ଅବସର ନେଇଛନ୍ତି ରୋହିତ ଶର୍ମା ଏବଂ ବିରାଟ…

ବେଙ୍ଗାଲୁରୁକୁ ୪୨ରନରେ ହରାଇଛି ହାଇଦ୍ରାବାଦ

ଇଶାନ କିଶନଙ୍କ ବିସ୍ଫୋରକ ବ୍ୟାଟିଂ ପରେ ଅଧିନାୟକ ପାଟ୍ କମିନ୍ସଙ୍କ ଶାଣିତ ବୋଲିଂ ବଳରେ ସନରାଇଜର୍ସ ହାଇଦ୍ରାବାଦ ୪୨ ରନରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ହରାଇଛି । ଏକଦା ୧୭୩ ରନରେ ୩ ୱିକେଟ୍ ହରାଇଥିବା ବେଙ୍ଗାଲୁରୁ ନିମ୍ନ କ୍ରମରେ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୧୮୯ ରନରେ ଅଲଆଉଟ୍…

ଶୁଭମନ ଗିଲଙ୍କ ଉପରେ ଲାଗିଲା ଜୋରିମାନା

ଜରିମାନା ଗଣିବେ ଗୁଜରାଟ ଟାଇଟାନ୍ସ ଅଧିନାୟକ ଶୁଭମନ ଗିଲ। ୨୦୨୫ ଆଇପିଏଲରେ ସ୍ଲୋ ଓଭର ରେଟ ପାଇଁ ତାଙ୍କ ଉପରେ ୧୨ ଲକ୍ଷ ଟଙ୍କା ଜରିମାନା ଲଗାଯାଇଛି। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ GT ୭ ଉଇକେଟରେ ଜିତିବା ପରେ BCCI ଦ୍ୱାରା ଏହି ଜରିମାନା ଲାଗୁ କରାଯାଇଛି। ଏନେଇ ଆଇପିଏଲ୍‌ ପକ୍ଷରୁ ଏକ…

ମୁମ୍ବାଇରେ ଦୁଇଟି ନୂତନ ଘର କିଣିଛନ୍ତି ସୂର୍ଯ୍ୟକୁମାର ଯାଦବ

ସୂର୍ଯ୍ୟକୁମାର ଏବଂ ତାଙ୍କ ପତ୍ନୀ ଦେବୀଶା ଶେଟ୍ଟୀ ମୁମ୍ବାଇରେ ଦୁଇଟି ନୂତନ ଘର କିଣିଛନ୍ତି । ସୂର୍ଯ୍ୟକୁମାର ଯାଦବ ଦେଓନାରର ଗୋଦରେଜ ସ୍କାଏ ଟେରାସ୍‌ରେ ଦୁଇଟି ନୂତନ ଆପାର୍ଟମେଣ୍ଟ କିଣିଛନ୍ତି। ଏହାର ମୋଟ କାର୍ପେଟ କ୍ଷେତ୍ରଫଳ ପ୍ରାୟ ୪୨୨୨.୭୬ ବର୍ଗଫୁଟ। ସୂର୍ଯ୍ୟଙ୍କ ନୂତନ ଫ୍ଲାଟର ମୂଲ୍ୟ…