Browsing Tag

solar cooking stove

ଆସିଲା ନୂଆ ସୌର ଚୁଲା : ରାତିରେ କରିପାରିବେ ରୋଷେଇ

ମେଟ୍ରୋ ଟିଭି ଓଡ଼ିଶା ବ୍ୟୁରୋ: ଗ୍ୟାସ ଦର ବଢ଼ିଲେ ଆଉ ସମସ୍ୟା ନାହଁ । ବଜାରକୁ ଆସୁଛି ଏମିିତି ସୈାର ଚୁଲା ଯାହା ଦ୍ବାରା ମେଘୁଆ ପାଗ ହେଉ କି ରାତି , ସବୁ ସମୟରେ ଆପଣ ରୋଷେଇ କରିପାରିବେ । ଚା ତିଆରି କରିପାରିବେ । ଇଣ୍ଡିଆନ୍ ଅଏଲ୍ କର୍ପୋରେସନ ଏହି ସୌର ଚୁଲା ପ୍ରସ୍ତୁତ କରି